Daily Archives

ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା’ କେ ନାମ କାର୍ଯ୍ୟକ୍ରମ

ଝାଡୁ ମାରିଲେ ଜିଲ୍ଲାପାଳ, ଏସ୍‌ପି ଓ ଏଡିଏମ୍‌ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ୱଚ୍ଛତା ହିଁ ସେବା- ୨୦୨୬ ଅବସରରେ “ଏକ ପେଡ୍ ମା' କେ ନାମ” ବିଷୟବସ୍ତୁକୁ ଆଧାର କରି ସୋନପୁର ପୌରପରିଷଦ ପକ୍ଷରୁ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହରର ଇଷ୍ଟଦେବ…
Read More...

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତ ବିକାଶ ପରିଷଦ ସୋନପୁର ଶାଖା ତରଫରୁ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷଷ୍ଠରୁ ଦଶମ ଶ୍ରେଣୀର ଜୁନିୟର ବର୍ଗର ୭ ଗୋଟି ବିଦ୍ୟାଳୟର…
Read More...

ବଲାଙ୍ଗିରରେ ମହିଳା କ୍ରିକେଟର ଦ୍ୱିତୀ ରାଣୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଗୌରବ ବଢ଼ାଇଥିବା ଭାରତୀୟ ମହିଳା କ୍ରିକେଟ ଖେଳାଳି ଦ୍ୱିତୀ ରାଣୀ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ବଲାଙ୍ଗିର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହାସମାରୋହରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।…
Read More...

ବ୍ରାହ୍ମଣ ମହାସଭାର ସାମୁହିକ ତିଳ ତର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗିର ଆନୁକ୍ରୂଲ୍ୟରେ ପଣ୍ଡିତ ସନ୍ତୋଷ କୁମାର ଶତପଥିଙ୍କ ପୌରହିତ୍ୟରେ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ ଓ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ନିଜ…
Read More...