ବାରିପଦାରେ କଂଗ୍ରେସର ବିଶାଳ ରାଲି : ଓଡ଼ିଶା ବନ୍ଦ ପୂର୍ବରୁ ଶକ୍ତି ପ୍ରଦର୍ଶନ, ବଢ଼ିଲା ରାଜନୈତିକ ଚର୍ଚ୍ଚା
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ରାଜନୈତିକ ମାହୋଲ ଏବେ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି । ଆଜି ଓଡ଼ିଶା ବନ୍ଦକୁ ସଫଳ କରିବା ଲକ୍ଷ୍ୟରେ ବୁଧବାର ସନ୍ଧ୍ୟାରେ ବାରିପଦା ସହରରେ ମୟୂରଭଞ୍ଜ ପୂର୍ବ କଂଗ୍ରେସ ପକ୍ଷରୁ ଏକ ବିଶାଳ ଜନସଚେତନତା ରାଲି ଆୟୋଜିତ ହୋଇଥିଲା ।!-->…
Read More...
Read More...