pakka

ନୂଆ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରାୟଗଡ଼ ଓ୍ବାଲା

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅଞ୍ଚଳର କଳାକାରମାନଙ୍କୁ ନେଇ ନୂଆ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରାୟଗଡା ଓ୍ବାଲାର ହରସିତା ଭିଡିଓରେ ଶୁଭାରମ୍ଭ ହୋଇଛି । ଏଥିରେ ବିଭିନ୍ନ ଭୂମିକାରେ ଗୁଣ ନାଥ, ଛନ୍ଦା, ରାନି, କାହ୍ନା,ସୁରେଶ, ଟିପୁନ, ରୋଷନ, ଛୋଟୁ, ଟିକୁ ପ୍ରମୁଖ ଅଭିନୟ କରିଥିବା ବେଳେ ଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ କାହ୍ନା ଦଣ୍ଡସେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଗୀତ ହର୍ଷିତା ୟୁଟ୍ୟୁବ ଚେନାଲରେ ଉପଲବ୍ଧ ହେବ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

9 + 6 =

error: Content is protected !!