Daily Archives

ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଖାଇ ଲଗ୍ନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୂଆଖାଇ ଲଗ୍ନ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତି ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର ହୋଇଯାଇଛି । ଚଳିତ ବର୍ଷ ଭାଦ୍ରବ ଶୁକ୍ଳ ରୁଷୀ ପଞ୍ଚମୀ ସେପ୍ଟେମ୍ବର ୧୫ ତାରିଖ
Read More...

ଆର୍‌ଏସ୍‌ଏସ୍‌ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ପକ୍ଷରୁ ସୋନପୁର ମହାବିଦ୍ୟାଳୟ ଠାରେ "ଯୁବ ସମ୍ମିଳନୀ" ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସୋନପୁର ନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୫ରୁ ୩୫ ବର୍ଷ ମଧ୍ୟରେ ଥିବା ପ୍ରାୟ ୧୨୦ ଜଣ ଯୁବକ ଅଂଶ ଗ୍ରହଣ କରିଥିଲେ ।
Read More...

ଗୋଆର ବିଭିନ୍ନ ସମସ୍ୟାକୁ ନେଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

ନୂଆ ନ୍ୟାୟ ସଂହିତା ଯୋଗୁଁ ଗୋଆରେ ଦଣ୍ଡବିଧାନ ହାର ୨୨% ରୁ ୫୩% କୁ ବୃଦ୍ଧିଅନେକ କ୍ଷେତ୍ରରେ, ଅଦାଲତଗୁଡ଼ିକ ଏବେ ୬ ରୁ ୮ ମାସ ମଧ୍ୟରେ ଅପରାଧିକ ମାମଲାର ନିଷ୍ପତ୍ତି ନେବାକୁ ସକ୍ଷମଗୋଆରେ ଆଇନ ଶୃଙ୍ଖଳା ଓ ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ସରକାର ଓ ପୋଲିସର ପ୍ରୟାସକୁ ଗୃହମନ୍ତ୍ରୀଙ୍କ
Read More...

ନିଶାଦ୍ରବ୍ୟ ନିୟନ୍ତ୍ରଣ ଉପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ଅମିତ ଶାହ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୨୯ ସୁଦ୍ଧା 'ନିଶାମୁକ୍ତ ଭାରତ' ସଙ୍କଳ୍ପ ପୂରଣ ହେବ: ଗୃହମନ୍ତ୍ରୀଯେପରି ଦେଶରୁ ନକ୍ସଲବାଦ ଶେଷ ହେଲା, ସେହିପରି ଆମେ ମଧ୍ୟ ନିଶା ସମସ୍ୟାକୁ ମୂଳପୋଛ କରିବୁ: ଶ୍ରୀ ଶାହ'ନିଶାମୁକ୍ତ ଭାରତ' ପାଇଁ ୩ ବର୍ଷିଆ ରୋଡ୍ମ୍ୟାପ୍ ପ୍ରସ୍ତୁତ: ୨୦୨୯ ସୁଦ୍ଧା ଲକ୍ଷ୍ୟ
Read More...