Daily Archives

ବଳଭଦ୍ର ମାର୍କେଟ ଉଚ୍ଛେଦ ପ୍ରସଙ୍ଗ : ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଧାରଣା ସ୍ଥଗିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ଛକରୁ ବନ୍ଧମୁଣ୍ଡା ଯିବା ରାସ୍ତାକଡ଼ରେ ଗତ ୫ ଦଶନ୍ଧିରୁ ଅଧିକ ସମୟ ଧରି ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିବା ଦୋକାନ ଗୁଡିକୁ ଉଚ୍ଛେଦ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଗତ ଅଗଷ୍ଟ ମାସରେ ଏକ ନୋଟିସ ଜାରି କରିଥିଲେ ।
Read More...

ସରୁନାର୍ହି ଲୋୟର୍‌ ସୁକ୍‌ତେଲ୍‌ ବିସ୍ଥାପିତଙ୍କ ଦୁଃଖ, ଗର୍ଜନ ଗ୍ରାମବାସୀଙ୍କ ସାଂଘାତିକ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ଆଂଶିକ ପ୍ରଭାବିତ ଗର୍ଜନ ଗାଁ ରେ ଏବେ ବି ଭୁଏ ପରିବାର ଓ ପ୍ରଧାନ ପରିବାର ଗାଁରେ ରହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ପ୍ରଶାସନ ସେମାନଙ୍କ ପ୍ରତି ଅବହେଳା କରିଛି । ଉଚିତ କ୍ଷତିପୂରଣ ନଦେଇ ଗାଁ
Read More...

ଗାଳ୍ପିକା ମିନାକ୍ଷୀରାଣୀ ମିଶ୍ର ପାଇବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ମିନାକ୍ଷୀରାଣୀ ମିଶ୍ର ବଲାଙ୍ଗିର ଜିଲ୍ଲାର ଏକମାତ୍ର ଶିକ୍ଷକ/ଶିକ୍ଷୟିତ୍ରୀ ଭାବରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପଞ୍ଚସଖା ଶିକ୍ଷା ସେତୁ ସଂଗଠନ
Read More...

ଦେଓଗାଁ ବନାଞ୍ଚଳରେ ହାତୀ ଆତଙ୍କ : ଯୁବକଙ୍କୁ ଦଳି ମାରିଲା ହାତୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଦେଓଗାଁ ବନାଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ଦେଓଗାଁ ଥାନା ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଜୁର୍ଲାକାନି ଫାର୍ମ ନିକଟରେ ଘଟିଛି ଏହି ଅଘଟଣ । ମୃତ ଯୁବକ ହେଲେ ଗାଈବାହାଲ ଗାଁର ଲେକୃ ବୁଦ୍ଧିଆଙ୍କ ପୁଅ ମନୁ
Read More...