Browsing Tag

saintala news

ଗୋଳାବାରୁଦ କାରଖାନା ବଡମାଳର ନୂତନ ମୁଖ୍ୟ ମହାପ୍ରବନ୍ଧକଙ୍କ ଯୋଗଦାନ

ସଇଁତଲା, (ଖୁସିରାଣୀ ସାହୁ): ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୋଳାବାରୁଦ କାରଖାନା ବଡମାଳର ନୂତନ ମୁଖ୍ୟ ମହାପ୍ରବନ୍ଧକ ଭାବେ ବିଭୁତି ଭୂଷଣ ପଟେଲ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଇ.ଓ.ଏଫ.ଏସ.–୨୦୦୦ ବ୍ୟାଚ୍‌ର ଅଧିକାରୀ ଶ୍ରୀ ପଟେଲ, ମ୍ୟୁନିସନ ଇଣ୍ଡିଆ ଲିମିଟେଡ (ଏମ ଆଇ ଏଲ)ର ମୁଖ୍ୟାଳୟ
Read More...

ସଇଁତଲାରେ ସବରେଜିଷ୍ଟ୍ରି କାର୍ଯ୍ୟାଳୟ ଉଦଘାଟନ

ସଇଁତଲା, (ଖୁସିରାଣୀ ସାହୁ) : ଦୀର୍ଘଦିନ ଧରି ସଇଁତଳା ଅଞ୍ଚଳବାସୀଙ୍କର ଏକ ମୁଖ୍ୟ ଦାବି ଥିଲା ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ସ୍ଥାପନ । ଏହି ଦାବିକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ, ଦାବିପତ୍ର ଓ ସାଧାରଣ ଜନମତ ପ୍ରକାଶ ହୋଇଆସୁଥିଲା । ଦୀର୍ଘ ପ୍ରତୀକ୍ଷାର ଅବସାନ ହୋଇ ଆଜି ସେହି ସ୍ୱପ୍ନ
Read More...

ଦିନିକିଆ ଗସ୍ତରେ ପୂର୍ବତନ ରେଲୱେ ବିଭାଗର ମହାପ୍ରବନ୍ଧକ

ସଇଁତଲା, (ଖୁସରାଣୀ ସାହୁ) : ଦିନିକିଆ ଗସ୍ତରେ ପୂର୍ବତନ ରେଲୱେ ବିଭାଗର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁୱାଲ । ଆଜି ବାର୍ଷିକ ନିରୀକ୍ଷଣ ଓ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପାହାନ୍ତିଆ ସମୟରେ ପ୍ରଥମେ ଟିଟିଲାଗଡ଼ ରେଲୱେର ବିଶେଷ ସ୍ୱତନ୍ତ୍ର (ସ୍ପେଶାଲ) ଟ୍ରେନ ଯୋଗେ ସେ
Read More...

ଓଡ଼ିଶା ପାଠ୍ୟକ୍ରମ ରୂପରେଖ – ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସଇଁତଳା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସଇଁତଳା ଠାରେ ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସଞ୍ଚାଳନ ନିମନ୍ତେ ବ୍ଲକ୍ ସ୍ତରୀୟ ପାଞ୍ଚ ଦିନିଆ ପ୍ରଶିକ୍ଷଣ
Read More...

କଟୁଛି ଜଙ୍ଗଲ, ବନ ବିଭାଗ ଚୁପ୍‌ : ସାଧାରଣରେ ଅଭିଯୋଗ

ସଇଁତଲା, (ଖୁସିରାଣୀ ସାହୁ) : ବୃକ୍ଷ ରୋପଣ ନାଁରେ କୋଟି କୋଟି ଟଙ୍କା ସରକାରୀ ଧନ ଖର୍ଚ୍ଚ ହେଉଥିବା ବେଳେ ଅସଲ୍‌ରେ ଘଟୁଥିବା ବାସ୍ତବତା ଅତ୍ୟନ୍ତ ଚିନ୍ତାଜନକ । ଏପଟେ ସରକାର ପରିବେଶ ସୁରକ୍ଷା, ହରିତ୍‌ ଭାରତ ଯୋଜନା, ବନମହୋତ୍ସବ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଗଛ ଲଗାଇବାକୁ ଲୋକଙ୍କୁ
Read More...

ଭିନ୍ନକ୍ଷମ ଶିକ୍ଷକଙ୍କୁ ମରଣାତ୍ମକ ଆକ୍ରମଣ ଓ ସ୍ତ୍ରୀକୁ ଦୁଷ୍କର୍ମ ଘଟଣା

-୨ବର୍ଷପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ତୋଷରା ପୁଲିସ ସଇଁତଳା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ତୋଷରା ଅନ୍ତର୍ଗତ ବଡ଼ବାହାଲ ଗାଁ'ର କିଶୋର କୁମାର ସାହୁ ନାମକ ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ତୋଷରା ଥାନାରେ ଅଭିଯୋଗ
Read More...

ଘୁନସର ଯୁକ୍ତ ଦୁଇ କଲେଜରେ ବାର୍ଷିକ କ୍ରୀଡା ଉଦଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଯୁକ୍ତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସାହ ଓ ଆନନ୍ଦର ସହ ଉଦଯାପିତ ହୋଇଯାଇଛି । ଏହି କ୍ରୀଡା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା
Read More...

ଡୁଙ୍ଗୁରୀ ପାଲି ପ୍ୟାକ୍ସରେ ୬ କେଜି ଧାନ କଟୁଛି

ପ୍ୟାକ୍ସ ସମ୍ପାଦକଙ୍କ ମନମୁଖୀ କାରବାରକୁ ନେଇ ଚାଷୀ ଅସନ୍ତୋଷ, ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିଯୋଗକୁ ବେଖାତିର କରୁଛି ପ୍ରଶାସନ ସଇଁତଲା, (କେପିଏନ୍‌ଏସ୍‌) : ରାଜ୍ୟରେ ବର୍ତ୍ତମାନ ପ୍ୟାକ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଖରିଫ ଧାନ କିଣା ଚାଲୁ ରହିଛି । ମିଲର୍ସ ଏବଂ ପ୍ୟାକ୍ସ
Read More...

କାହା ପାଇଁ ଲୋକ ମହୋତ୍ସବ, ଅଧାରୁ ଅଧିକ ଚୌକି ଖାଲି

କଳାକାର ପ୍ରଶାସନ-ମୁହାଁମୁହିଁ ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ହାଟପଦା ଠାରେ ଆଜି ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ
Read More...

ମଣ୍ଡି ଖୋଲିବା ଦାବିରେ ତହସିଲଦାରକୁ ଦାବୀପତ୍ର ପ୍ରଦାନ

ସଇଁତଳା, (ଖୁସିରାଣୀ ସାହୁ) : ସଇଁତଳା ଅଞ୍ଚଳରେ ଚଳିତ ବର୍ଷ ଚାଷୀ ଖରିଫ ଧାନ ଅମଳ କରି ସାରିଥିବା ବେଳେ ମଣ୍ଡି ଖୋଲିନି । ଅନ୍ୟ ବର୍ଷ ଏହି ସମୟରେ ମଣ୍ଡି ଖୋଲା ଆରମ୍ଭ ହୋଇଥାଏ । ତେବେ ଚାଷୀ ବିଲରୁ ଧାନ ଅମଳ କରି ସାରିବା ପରେ ଧାନକୁ ନେଇ ଏବେ ଚିନ୍ତାରେ । କିଏ ବିଲରେ ବନ୍ୟଜନ୍ତୁ ଭୟରେ
Read More...