Browsing Tag

saintala news

ଛନଛଡା ଗାଁରେ ହନୁମାନ ଜୟନ୍ତୀ ଉତ୍ସବ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଛନଛଡା ଗାଁରେ ପବିତ୍ର ହନୁମାନ ଜୟନ୍ତୀ ଉତ୍ସବ ଦୁର୍ଗା ପ୍ରସାଦ ଶର୍ମାଙ୍କ ନେତୃତ୍ୱରେ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଭାତରୁ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗି ରହିଥିବା ବେଳେ ପୂଜାର୍ଚ୍ଚନା, ହୋମଯଜ୍ଞ
Read More...

ସଇଁତଲାରେ ଶ୍ୟାମ ବାବାଙ୍କ ଉତ୍ସବ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲାରେ ଶ୍ୟାମ ବାବାଙ୍କ ଉତ୍ସବ ଦ୍ୱିତୀୟ ବର୍ଷ ହେବ ମହା ଆଡ଼ମ୍ବର ଓ ଧୁମଧାମରେ ପାଳିତ ହୋଇଯାଇଛି । ସ୍ଥାନୀୟ ମାରୱାଡ଼ି ସମାଜ ପକ୍ଷରୁ ଏହି ଧାର୍ମିକ ଅବସରକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମସ୍ତେ ଭକ୍ତିମୟ ପରିବେଶରେ ଶ୍ୟାମ ବାବାଙ୍କ
Read More...

ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ : ୩ ଅଟକ ସଇଁତଲା, (ଖୁସିରାଣୀ ସାହୁ) : ବିବାହକୁ ବର୍ଷେ ବିତିନି ଶାଶୁ ଘରେ ନବ ବଧୂର ଜୀବନ ଚାଲିଯାଇଛି । ଅଗ୍ନିକୁ ସାକ୍ଷୀ ରଖି ଦିନେ ଯିଏ ସାତ ଜନ୍ମର ସାଥି ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲା । ଆଜି ସେ ପରିବାର ଲୋକଙ୍କ ସହ ମିସି ନିଜ
Read More...

କମରଲଗା ଗାଁରେ ପାନୀୟ ଜଳ ସଙ୍କଟ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଗୁରୁତର ରୂପ ନେଇଥିବା ବେଳେ, ସଇଁତଲା ବ୍ଲକର କୁଇକେଡ଼ା ପଂଚାୟତ ଅଧୀନସ୍ଥ କମରଲଗା ଗାଁରେ ଏହି ସମସ୍ୟା ଏବେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ
Read More...

ବିବିନା ପୋଲିସ କଲୋନୀର ବାଡ଼ ନିର୍ମାଣ ନିମ୍ନମାନର ଅଭିଯୋଗ : କାମ ବନ୍ଦ କଲେ ଠିକାଦାର ସଂଘ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବିବିନା ଗ୍ରାମରେ ଥିବା ପୋଲିସ କଲୋନୀର ବାଡ଼ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଉକ୍ତ ବାଡ଼ ନିର୍ମାଣ କାମ ନିମ୍ନମାନର ଭାବରେ କରାଯାଉଥିବା ଅଭିଯୋଗ ଉଠିବା ପରେ ସ୍ଥାନୀୟ ଠିକାଦାର ସଂଘ ଘଟଣାସ୍ଥଳକୁ
Read More...

ମନରେଗା ଯୋଜନାରେ ଶ୍ରମିକ ବଦଳେ ମେସିନରେ କାମ : ଭିଡିଓ ଭାଇରାଲ ପରେ ଚର୍ଚ୍ଚା

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଜୁରାବନ୍ଦ ପଞ୍ଚାୟତ ଅନ୍ତର୍ଗତ ଡୁକେରଚଚରା ଗାଁରେ ମନରେଗା ଯୋଜନାରେ ହେଉଥିବା ଏକ କାମକୁ ନେଇ ବର୍ତ୍ତମାନ ବଡ଼ ବିବାଦ ସୃଷ୍ଟି ହୋଇଛି । ଗାଁର ତେତେଲମୁଣ୍ଡା ଟେଙ୍କର ମାଟି ଉନ୍ନତିକରଣ କାମ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର
Read More...

ଘୁନସରରେ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ହାଟପଦା ନିକଟରେ ସରକାରୀ ଜମିକୁ ଦୀର୍ଘଦିନ ଧରି କେତେକ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ଦୋକାନ ନିର୍ମାଣ କରି ରହିଥିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଗ୍ରହଣ କରାଯାଇଛି । ଦୀର୍ଘଦିନ ଧରି ସରକାରୀ
Read More...

ହଜି ଯାଇଥିବା ମୋବାଇଲ ଫୋନ ଉଦ୍ଧାର କଲା ପୋଲିସ : ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓଙ୍କ ସୂଚନା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଗତବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ଅନେକ ଲୋକଙ୍କ ମୋବାଇଲ ଫୋନ ହଜିଯାଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ସଇଁତଲା ଥାନାଧିକାରୀ ଖଗପତି ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ
Read More...

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତର କନ୍ଦଉଲବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦୟ ଶଙ୍କର ବାଗଙ୍କ ଅବସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଦୀର୍ଘ ସେବା ଜୀବନରେ ଶିକ୍ଷା କ୍ଷେତ୍ରରେ
Read More...

ଘୁନସର ବୈଷ୍ଣବୀ ଦେବୀଙ୍କ ପୀଠରେ ଚବିଶ ପ୍ରହର ନାମଯଜ୍ଞ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଅଧୀନ ଘୁନସର ମହାଲିଙ୍ଗ ପଡାରେ ବୈଷ୍ଣବୀ ଦେବୀଙ୍କ ପୀଠରେ ଆଜି ପବିତ୍ର ଓଁ ଶ୍ରୀ ଶ୍ରୀ ଶନିଶ୍ଚର ନବଗ୍ରହ ଶାନ୍ତି ଉପଲକ୍ଷେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଛି । ଏହି ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳୁଛି । ହୀରା ମହାଲିଙ୍ଗଙ୍କ
Read More...