Browsing Tag

saintala news

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ

ସଇଁତଲା, (ଖୁସିରାଣୀ ସାହୁ) : ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ସଇଁତଲା ଥାନା ବଡ଼ମାଲ ଫାଣ୍ଡି ଫପ୍‌ସି ଛକ ଶିଶୁ ମନ୍ଦିର ନିକଟସ୍ଥ ମହୁଲ ଗଛ ନିକଟରେ ପଡି ରହିଛି ମୃତଦେହ । ଗୋଳାବାରୁଦ କାରଖାନାରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ । ମୃତ ବ୍ୟକ୍ତି ଜଣକ ଦୟାନିଧି…
Read More...

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ପରଲୋକ

ସଇଁତଲା, (ଖୁସିରାଣୀ ସାହୁ) : ଗତ ସୋମବାର ଦିନ ସଇଁତଲା ବ୍ଲକର ଗଣ୍ଡପତରାପାଲି ଗ୍ରାମର ପ୍ରଧାନ ଶିକ୍ଷକ ଜୟଦେବ ନାଏକଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୪୨ ବର୍ଷ ଅଞ୍ଚଳରେ ଶିକ୍ଷାଦାନ କରି ଆଦର୍ଶ ଶିକ୍ଷକ ଭାବରେ ପରିଚୟ ସୃଷ୍ଟି କରିଥିଲେ । ସେ ୩୩ ବର୍ଷ ଖଣ୍ଡାୟତ ସମାଜର ସଭାପତି…
Read More...

ନରାବାହାଲି ଗାଁରେ ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ନରାବାହାଲି ସରକାରୀ ପ୍ରାଥମିକ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

କରମତଲା ଠାରେ ଏସ୍‌ଆଇଆର୍‌ ପାଇଁ ବିଧାନସଭା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ସଇଁତଳା, (ଖୁସିରାଣୀ ସାହୁ) : ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଇଁତଳା ବ୍ଲକ କରମତଲା ଠାରେ ଏକ ଦିବସୀୟ ବିଧାନସଭା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ…
Read More...

ଆଲ୍‌ଫା ପ୍ଲସ୍ କୋଚିଙ୍ଗ ସେଣ୍ଟରର ବଡ଼ ସଫଳତା

ସଇଁତଲା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ଆଲ୍‌ଫା ପ୍ଲସ କୋଚିଙ୍ଗ ସେଣ୍ଟର୍‌ ସଇଁତଲାର କଳା ବିଭାଗରେ ୧୮ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୬ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । କୋଚିଙ୍ଗର…
Read More...

ଘୁନସରରେ କୁମ୍ଭକାର ସମାଜର ବାର୍ଷିକ ସମ୍ମିଳନୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଧନଞ୍ଜୟ ରଣା ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ସମାଜର ଉନ୍ନତି…
Read More...

ଜାତୀୟ ରାଜପଥ ୨୬ରେ ପେଟ୍ରୋଲ ବୋଝେଇ ଟ୍ରକ ଓ ବାଇକ ମୁହାମୁହିଁ

ବାଇକ ଆରୋହି ମୃତ, ଜଣେ ଗୁରୁତର ସଇଁତଲା, (ଖୁସିରାଣୀ ସାହୁ) : ଜାତୀୟ ରାଜପଥ ୨୬ରେ ଓଲଟିଲା ପେଟ୍ରୋଲ ବୋଝେଇ ଟ୍ରକ । ବାଇକ ଆରୋହି ମୃତ ଓ ଜଣେ ଗୁରୁତର । ସୂଚନା ମୁତାବକ ବଲାଙ୍ଗିରରୁ କଳାହାଣ୍ଡିକୁ ଜାତୀୟ ରାଜପଥ ୨୬ ଦେଇ ଏକ ପେଟ୍ରୋଲ ବୋଝେଇ ଟ୍ରକ ଯାଉଥିବା ବେଳେ ସଇଁତଲା ଦେଇ ଦୁଇ ଜଣ…
Read More...

ଓଲଟିଲା ମେଲୋଡି ଗାଡି : ୫ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୨୫ ଜଣ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ଥାନା ଜାତୀୟ ରାଜପଥ ୨୬ କନ୍ଦକେଲଗାଁ ଛକ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ମେଲୋଡି ଦୁଲଦୁଲି ଗାଡି ଓଲଟି ଯିବା ଫଳରେ ୫ ଜଣ ଗୁରୁତର ଥିବାବେଳେ ୨୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବରଗଡ଼ ଜିଲ୍ଲା ବିର୍ଜାମପୁର ଗାଁର ମା' ଲଙ୍କେଶ୍ୱରୀ ମେଲୋଡି…
Read More...

ସଇଁତଲା ସହରରେ ବାବାସାହେବଙ୍କ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୁମଧାମର ସହ ପାଳନ କରାଯାଇଛି । ସ୍ଥାନୀୟ ଯୁବକ ଓ ଯୁବତୀମାନେ ନାଚଗୀତରେ ମସଗୁଲ ହୋଇ ସହର ପରିକ୍ରମା କରିବା ପରେ ବରାହମାଲ ଗାଁକୁ ପହଞ୍ଚି ଏହି ଅବସରକୁ ଉତ୍ସବମୁଖର ଭାବେ…
Read More...

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ନବୀନ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକର ବିଭିନ୍ନ ପଂଚାୟତରେ ଆଜି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଗ୍ରାମୀଣ ଅଞ୍ଚଳର ସମଗ୍ର ଉନ୍ନତିକୁ ଲକ୍ଷ୍ୟ କରି ପ୍ରହରୀ ମଣ୍ଡପ, ପୋଖରୀ ପୁନରୁଦ୍ଧାର ଓ ଅନ୍ୟାନ୍ୟ ଆବଶ୍ୟକ…
Read More...