Daily Archives

ମୁରିବାହାଲରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ : ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଟୁନଟୁନି ମୁଣ୍ଡା ଛକରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୩ଜଣରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଛଦ୍ମମଣି ଦାସ,
Read More...

ପାଇକମାଲ ପାନ ଦୋକାନରୁ ଚୋରୀ ସାଇକଲ ଚୂହାପାଳିରେ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଡାକ୍ତରଖାନା ସମ୍ମୁଖରେ ଥିବା ପାନ ଦୋକାନୀ ନାରାୟଣ ସାହୁର ସାଇକଲ ସୋମବାର ଅପରାହ୍ନ ୪ଟାରେ ଚୋରୀ ହୋଇଥିଲା, ଶ୍ରୀ ସାହୁ ପାଇକମାଳ ଥାନାରେ ଲିଖିତ ଅଭିଯୋଗ ପରେ କେଶ ନ ୧୪୨/୨୫ ଅନୁସାରେ ଧାରା ୩୦୩(୨) ବିଏନଏସ ମାମଲା
Read More...

ପାଇକମାଲ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର ବାରିକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପାଇକମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର କୁମାର ବାରିକଙ୍କ ଅବସର କାଳୀନ ବିଦାୟ
Read More...

ନୃସିଂହନାଥରେ କର୍ମକାଣ୍ଡି ବ୍ରାହ୍ମଣ ସମାଜର ସଭାଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥର ସଂସ୍କୃତି ମଣ୍ଡପ ପରିସରରେ ମଙ୍ଗଳବାର ଶ୍ରୀ ଶ୍ରୀ ମାର୍ଜରକେଶରୀ କର୍ମକାଣ୍ଡି ପରିଷଦର ସଭାଗୃହ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରି
Read More...

ମୁରିବାହାଲ ବ୍ଲକ ଯାଦବ ମହାସଭା ପକ୍ଷରୁ ସାମୁହିକ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ନିଜେ ରକ୍ତ ଦେଲେ ବିଧାୟକ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ଜିଲ୍ଲା ଯାଦବ ମହାସଭା ବଲାଙ୍ଗିରଙ୍କ ଆହ୍ୱାନକ୍ରମେ ମୁରିବାହାଲ ବ୍ଲକର ସମସ୍ତ ଯାଦବ ବନ୍ଧୁମାନଙ୍କ ସହଯୋଗରେ ମଙ୍ଗଳବାର ଦିନ ୧୦ ଘଣ୍ଟା ସମୟରେ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପ
Read More...

ଅନ୍ୟାୟ ବିରୁଦ୍ଧରେ ଦେଶବ୍ୟାପୀ ଭାରତ ବନ୍ଦ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦାଠାରେ ରାଷ୍ଟ୍ରୀୟ ନେତୃତ୍ୱ ୱାମନ ମେଶ୍ରାମ ସାହେବଙ୍କ ଆହ୍ୱାନ କ୍ରମେ ଧାରା ୧୯ (୧) ଅନ୍ତର୍ଗତ ପ୍ରଦତ୍ତ ଅଧିକାର ଅନୁଯାୟୀ ଭାରତୀୟ ଗଣତନ୍ତ୍ର, ସମ୍ବିଧାନ ଏବଂ ମୂଳନିବାସୀ ବହୁଜନ ସମାଜର ସମ୍ବିଧାନିକ ମୌଳିକ
Read More...

ସାରସମାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସାରସମାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟଯେ ସାରସମାଲ୍ ଗ୍ରାମର ଜଣେ ଯୁବକ ବୁଲୁ ମଲିକ ଗତ ଫେବୃଆରୀ ମାସରେ ପଞ୍ଚାୟତ
Read More...

ଜାତୀୟ କ୍ରୀଡ଼ା ନୀତି ୨୦୨୫କୁ କ୍ୟାବିନେଟ ମଞ୍ଜୁରି ଦେଶର ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ାର ଶକ୍ତିକୁ ଉପଯୋଗ କରିବାର…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜାତୀୟ କ୍ରୀଡ଼ା ନୀତି (ଏନଏସପି)୨୦୨୫କୁ ଅନୁମୋଦନ କରାଯାଇଛି । ଦେଶର କ୍ରୀଡ଼ା ପରିଦୃଶ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ କ୍ରୀଡ଼ା ମାଧ୍ୟମରେ ନାଗରିକଙ୍କ ସଶକ୍ତୀକରଣ
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍‌ଏ ବଲାଙ୍ଗିର ୧୧-୦ ଗୋଲରେ ସରକାରୀ ଆଇଟିଆଇ ଦଳକୁ ହରାଇଛି । ଅତିଥି ଭାବେ କ୍ରୀଡା ସଂସଦର କାଉନସିଲ ସଭ୍ୟ ପ୍ରଭାତ
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ ମନହୀରାଙ୍କ ସଭାପତିତ୍ରରେ ସୋମବାର ଦିନ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଗ୍ରନ୍ଥାଗାର ପରିଚାଳକ ବସୁଦେବ ମେହେରଙ୍କ ଅବସରଗ୍ରହଣ ଏବଂ ଇଂରାଜୀ
Read More...