Yearly Archives

2020

କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପ୍ରତିବାଦରେ ସଇଁନ୍ତଲା ଥାନାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)କୁ ହଡପ ଓ ଚଂଚକତା କରି ନିଜସ୍ୱ ଯୋଜନାରେ ଘର ନିର୍ମାଣ ହେଉଛି । ରାଜ୍ୟ ସରକାର ନିଜ ଷ୍ଟିକର ଦେଇ ଏହି ଯୋଜନାର ବାହାବା ନେଉଥିବା ବେଳେ କେନ୍ଦ୍ର ସରକାର ହିଁ ଏହି ଯୋଜନାର ପ୍ରଣୟନକର୍ତ୍ତା ।
Read More...

କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ ଗତ ୨୮ତ ।ରିଖ ଦିନ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରିଥିଲେ । ଏହି ଗସ୍ତରେ ପ୍ରଥମେ ଦେଓଗାଁ ବ୍ଲକର ଦେଓଗାଁ ଠାରେ ବ୍ଲକ କାର୍ୟ୍ୟକର୍ତାଙ୍କ ଦ୍ୱାରା ଏବଂ ସଇଁତଲା ବ୍ଲକର
Read More...

କଣ୍ଟାବାଞ୍ଜିକୁ ହରାଇ ବ୍ଳୁ ଡାଇମଣ୍ଡ ବରଗଡ଼ ଜିତିଲା : ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌-୨୦୨୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଗ୍ରାମରେ ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଫାଇନାଲ ମ୍ୟାଚ କଣ୍ଟାବାଞ୍ଜି ଓ ବରଗଡ଼ ବ୍ଳୁ ଡାଇମଣ୍ଡ ମଧ୍ୟରେ ମ୍ୟାଚ ହୋଇଥିଲା । ମହେନ୍ଦ୍ର ଖୁଣ୍ଟିଆ ଅତିଥି ରୂପେ ଯୋଗଦେଇ ଖେଳ ଉଦଘାଟନ କରିଥିଲେ ।
Read More...

ଆଜି ରାତି ୧୦ଟାରୁ ଭୋର୍‌ ୫ଟା ଯାଏଁ କର୍ଫ୍ୟୁ

ଭୁବନେ‌ଶ୍ୱର : କୋଭିଡ୍ ସଂକ୍ରମଣ ରୋକିବା ପରିପ୍ରେକ୍ଷୀରେ ଆଜି ଡିସେମ୍ବର ୩୧ ରାତି ୧୦ଟାରୁ ଜାନୁଆରୀ ୧, ୨୦୨୧ ସକାଳ ୫ଟା ପର୍ୟ୍ୟନ୍ତ ସମଗ୍ର ରାଜ୍ୟରେ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଏବଂ ଏଥି ସମ୍ପର୍କିତ ଚଳାଚଳ ପାଇଁ କୌଣସି କଟକଣା ରହିବ
Read More...

ସିବିଆଇସିର ଅଂଶବିଶେଷ କୃଷ୍ଣାପାଟନମ୍‍ ଏବଂ ତୁମାକୁରୁରେ ଶିଳ୍ପ କରିଡର ନୋଡ ନିର୍ମାଣକୁ କ୍ୟାବିନେଟର ଅନୁମୋଦନ

• ଗ୍ରେଟର ନୋଏଡାରେ ମଲ୍ଟି ମୋଡାଲ ଲଜିଷ୍ଟିକ ହବ୍‍ ଏବଂ ମଲ୍ଟିି ମୋଡାଲ ଟ୍ରାନ୍ସପୋର୍ଟ ହବ୍‍ ନିର୍ମାଣକୁ ଅନୁମୋଦନ• ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପଗୁଡିକର ମୋଟ ବ୍ୟୟ ଅଟକଳ ୭୭୨୫ କୋଟି ଟଙ୍କା; ଏଥିରେ ୨.୮ ଲକ୍ଷରୁ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ• ଏହାଦ୍ୱାରା
Read More...

ପୁଇଁତଲା ବ୍ଲକର ଜିପିଇଓ ବିହାରୀଲାଲ୍ ବାରିକ ପଡ଼ିଲେ ଭିଜିଲାନ୍ସ ଜାଲରେ : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଆକ୍ସନ ମୁଡ୍‌ରେ ଭିଜିଲାନ୍ସ ବିଭାଗ ରହିଥିବା ବେଳେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବଲାଙ୍ଗିର ଜିଲ୍ଲାର ଦୁଇ ଜଣ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଜିପିଇଓ ବିହାରୀଲାଲ୍
Read More...

ବଜାରରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କୋଣାର୍କ, (କେପିଏନ୍‌‌ଏସ୍‌) : ବଜାରରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅସ୍ତରଙ୍ଗ ବଜାରର ଏକ ଦୋକାନ ସମ୍ମୁଖରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ମୃତଦେହ ପଡିଥିବା ଦେଖି ବଜାରର ଲୋକମାନେ
Read More...

ଆଜି ୩୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୧୫ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୪ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ସୁଧନିଧି ଦୀପ ହେଲେ ବଲାଙ୍ଗିର ପୈରପାଳିକା ବିଜୁ ଯୁବ ଜନତା ଦଳର ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ସଭାପତି ଡଃ ବ୍ୟୋମକେଶ ରାୟଙ୍କ ଦ୍ୱାରା ବଲାଙ୍ଗିର ପୈରପାଳିକା ବିଜୁ ଯୁବ ଜନତା ଦଳର ସଭାପତି ଭାବେ ସୁଧନିଧି ଦୀପକୁ
Read More...

କେପ ଆକାର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ…

• ସରକାରୀ ଘରୋଇ ଭାଗିଦାରୀ (ପିପିପି)ରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ୟ୍ୟକାରୀ ହେବ ପ୍ରକଳ୍ପ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ
Read More...
error: Content is protected !!