csstore

ଅବସର କାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ କାଲିଝରଣଠାରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟଶଙ୍କର ସାଏ ଅବସର ଗ୍ରହଣ କରିଥିବାରୁ ଛାତ୍ରଛାତ୍ରୀମାନଙ୍କ ଅନୁପସ୍ଥିତିରେ ଗ୍ରାମଶିକ୍ଷା କମିଟୀ ତଥା ଗ୍ରାମବାସୀମାନଙ୍କ ତରଫରୁ ବିଦାୟ ସମ୍ବର୍ଦ୍ଧର୍ନା ଦିଆଗଲା । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଗ୍ରାମଶିକ୍ଷା କମିଟୀର ସଭାପତି ଶ୍ରୀଯୁକ୍ତ ରୋହିତ ସାହୁ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ ଖମାରୀ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଜକୁମାର ବରାଡ଼, ଉଜଉଉ ଶ୍ରୀଯୁକ୍ତ ନିରାକାର ସାଏ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦାର୍ଥ ଭୁଏ, ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସଚିଦାନନ୍ଦ ସୁନା ପ୍ରମୁଖ ଯୋଗଦାନ କରି ବିଦାୟୀ ଶିକ୍ଷକ ବିଜୟଶଙ୍କର ସାଏଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ।

jayashree
Leave A Reply

Your email address will not be published.