pakka

ଜେଏସଏମ କମର୍ସ କଲେଜ ପକ୍ଷରୁ ଗରିବ ପରିବାରଙ୍କୁ କମ୍ବଳ ବଣ୍ଟନ

bbehera

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଜେଏସଏମ କମର୍ସ କଲେଜ ପକ୍ଷରୁ ଗରିବ ପରିବାରଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ରାଜେନ୍ଦ୍ର କଲେଜ ନିକଟସ୍ଥ ଆନନ୍ଦ ନଗରେ ଥିବା ଗରୀବ ପରିବାରକୁ ପୂର୍ବରୁ ଚିହ୍ନଟ କରାଯାଇ ଆଜି କମ୍ବଳ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ଜେଏସ୍‌ଏମ୍‌ କଲେଜର ଡ଼ାଇରେକ୍ଟର ସିଏ ଶ୍ରୀକାନ୍ତ ଶର୍ମା, ଏଚଓଡ଼ି ଚେତନା ଅଗ୍ରୱାଲ, ଜେଏସ୍‌ଏମ୍‌ ବାଣିଜ୍ୟ କଲେଜର ଅଧକ୍ଷ ମିହିର କୁମାର ପଟ୍ଟନାୟକଙ୍କ ସହ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

14 + 5 =