Yearly Archives

2023

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌ : ୨ ଗୁରୁତର

ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଦୁର୍ଗାପ୍ରସାଦ ନିକଟରେ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣା ପରେ କାର୍‌ଟି ଜଳିଯାଇଛି । ଏପିରିକି ଗାଡିରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,
Read More...

୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ : ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ…

ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳରେ ୧୧,୧୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନମୂଳକପ୍ରକଳ୍ପ କାର୍ଯ୍ୟକାରୀ ହେବଜାନୁଆରୀ ୨୨ ତାରିଖକୁ ସାରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି, ମୁଁ ମଧ୍ୟ ଏହାକୁ ଅପେକ୍ଷାକରିଛିଅଯୋଧ୍ୟାରୁ ନୂଆ ଶକ୍ତି ପାଉଛି ବିକଶିତ ଭାରତ ଅଭିଯାନଆଜିର ଭାରତ ଉଭୟ ପ୍ରାଚୀନ ଓ
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ : ୨ ମୃତ

ବରଗଡ଼ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ବରଗଡ଼ ନୋଗେନ୍‌ ପାଲି ଏପ୍‌ସିଆଇ ଗୋଦାମ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି । ସୂଚନା ଅନୁଯାୟୀ, ବାଇକ୍‌ରେ ଦୁଇ ଜଣ ଯାଉଥିଲେ । ବରଗଡ଼ ନାଗେନପାଲି ଏଫ୍‌ସିଆଇ ସମ୍ମୁଖରେ
Read More...

ତୃତୀୟ ଦିବସରେ ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ

ଦେବକୀଙ୍କ ଷଢ଼ପୁତ୍ର ବିନାଶ ଓ ସ୍ୱର୍ଗପୁର ଆକ୍ରମଣ ମଞ୍ଚସ୍ଥଅଯୋଧ୍ୟାରେ କରସେବା କରିଥିବା ହଳଦୀର ସାଧୁରାମ୍ ପାଣିଗ୍ରାହୀଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନାମୁରିବାହାଲର ଦୁଇ ଡ଼ାକ୍ତରୀ ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଯୋଧ୍ୟାଧାମ ଜଙ୍କସନ ରେଳ ଷ୍ଟେସନ ଉଦ୍‌ଘାଟିତ

ଅମୃତ ଭାରତ ଟ୍ରେନ ଚଳାଚଳ ଆରମ୍ଭପ୍ରଧାନମନ୍ତ୍ରୀ ପତାକା ଦେଖାଇ ଦୁଇଟି ଅମୃତ ଭାରତ ଟ୍ରେନର କଲେ ଶୁଭାରମ୍ଭପ୍ରଧାନମନ୍ତ୍ରୀ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ପତାକା ଦେଖାଇ କଲେ ଯାତ୍ରାରମ୍ଭ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ନବ ବିକଶିତ
Read More...

ଅଯୋଧ୍ୟା ଧାମରେ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ଟର୍ମିନାଲ ବିଲଡିଂର ସମ୍ମୁଖ ଭାଗରେ ଶ୍ରୀରାମ ମନ୍ଦିରର ସ୍ଥାପତ୍ୟକୁ ଦର୍ଶାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନବ ନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି । ଏହି ବିମାନ ବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର
Read More...

୧୯୭୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୧୯୭୩ ମାଟ୍ରିକ୍ ବ୍ୟାଚ୍‌ ସହପାଠୀମାନଙ୍କର ଏକ ବନ୍ଧୁ ମିଳନ ପର୍ବ ଶୁକ୍ରବାର ଦିନ ଗଡକାଳୁ ପଡାସ୍ଥିତ ବାବା ବିଶ୍ଵନାଥ ଦେବଙ୍କ ପାହାଡ ପାଦଦେଶରେ ଅବସ୍ଥିତ ଗଡଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ
Read More...

ନୂଆ-ଓ ଖେଳ ପ୍ରତିଯୋଗିତା ଉଦ୍‌ଯାପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ନୂଆ-ଓ ଖେଳ ପ୍ରତିଯୋଗିତା ଉ୍‌ଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି
Read More...

ଏମ୍‌ବିକେମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ତାଲିମ ଶିବିର ଓ ତଦାରଖ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତସ୍ତରରେ କାମ କରୁଥିବା ଦକ୍ଷ ନଥିପତ୍ର ପରିଚାଳିକା (ଏମ୍‌ବିକେ)ମାନଙ୍କୁ ପ୍ରଯୁକ୍ତି ବିଦ୍ୟାରେ ସଶକ୍ତ କରିବା ପାଇଁ ଓକାକ୍‌ର ସହାୟତାରେ ତାଲିମ ପ୍ରଦାନ
Read More...

୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କଲା ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ଲିଟର ଦେଶୀ ପାଉଚ୍‌ ମଦ ଜବତ୍‌ କରିଛି ପୁଇଁତଲା ପୋଲିସ । ପୁଇଁତଲା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ ଲିଟର ୮ ଶହ ଗ୍ରାମ ଦେଶୀ ପାଉଚ୍‌ ମଦ ଜବତ୍‌ ହୋଇଥିବା ସୂଚନା ମିଳିଛି । ପୁଇଁତଲା ଥାନା ଅନ୍ତର୍ଗତ ଛତାପିପଲ ଗାଁର ହୁଲେଶ୍ୱର କଲତା(୩୧)ଙ୍କ ଠାରୁ ଚଢ଼ାଉ
Read More...