pakka

ଦେଓଗାଁ ବ୍ଲକରେ ଆଜି ୧୪ଜଣ କରୋନା ରୋଗୀ ଚିହ୍ନଟ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ସର୍ବାଧିକ ୪ଜଣ, କୁଲୁତାପଡା ୩, ମହଲାଇ ଓ ଉଡାର ୨ଜଣ ଲେଖାଏଁ, ବଡ଼ବନ୍ଧ ଓ କୁତୁର୍ଲା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ଏହିପରି ଭାବେ ଦେଓଗାଁ ବ୍ଲକରେ ମୋଟ ୧୩ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

8 + 19 =