Daily Archives

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଲୋଇସିଂହାକୁ ଜଳ ଯୋଗାଣ ଆରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଚାଷଜମିକୁ ଜଳଯୋଗାଣ ଆରମ୍ଭ ହୋଇଛି । ଏହି ପ୍ରକଳ୍ପର ବାମ କେନାଲ ଦ୍ଵାରା ୧୩୧୩୦ ହେକ୍ଟର ଚାଷଜମିକୁ ପାଣି ମାଡୁଥିବା ଜଣାଯାଇଛି । ଲୋଇସିଂହା ବ୍ଲକ ଅନ୍ତର୍ଗତ ୫୨ଟି ଗ୍ରାମ…
Read More...

କନ୍ଧପାଲିପଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା, ଉତ୍ସବ ମୁଖର ପରିବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କନ୍ଧପାଲିପଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ପଡ଼ାବାସୀଙ୍କ ପକ୍ଷରୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଭାବେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ବନ୍ଧ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜିତ ହୋଇଥିବାରୁ ଏହାର…
Read More...

ସମଲେଇ ମନ୍ଦିରରେ ହୁଳହୁଳି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା

ପିପି ଏକାଡେମୀରେ କବିତା ଆସର ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧ ନଭେମ୍ବର ବଲାଙ୍ଗିର ଦିନ୍ ଉଧେ ମା' ସମଲେଶ୍ଵରୀ ମନ୍ଦିର ପରିସରରେ ମା' ସମଲେଶ୍ଵରୀ ମନ୍ଦିର ଆଳତି କମିଟି ପକ୍ଷରୁ ହୁଳହୁଳି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା ଆୟୋଜନ ହୋଇଥିଲା । କାର୍ଯ୍ୟ କ୍ରମରେ ଶଙ୍ଖଫୁଙ୍କାରେ ୨୫ ଜଣ ଓ…
Read More...

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ : ୨୮ରେ କନ୍ଧମାଳ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ପ୍ରବଳ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨୮ ତାରିଖ ବୁଧବାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ…
Read More...

ଚିତ୍ରଗୁପ୍ତ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍‌ ଅନ୍ତର୍ଗତ ଜାମସେଠ ଗ୍ରାମରେ ଶ୍ରୀଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପୂଜା ମହୋତ୍ସବ ଆୟୋଜନ ନିମନ୍ତେ କରଣ ସମାଜ ନୃସିଂହନାଥ ଜୋନ୍‌ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜୋନ୍‌…
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲିଗୁଡ଼ା ପ୍ରଶାସନ ସଜାଗ : ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଗୁଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ…
Read More...

ବାଲି ମାଫିଆଙ୍କ ଦୌରାତ୍ମ୍ୟ : ବାଲି ମାଫିଆଙ୍କ ଦୌରାତ୍ମ୍ୟରେ ରାସ୍ତାର ଅବସ୍ଥା ସାଙ୍ଘାତିକ

ବରଗଡ଼, (ନିରୋଜ କୁମାର ପାଣୀ) : ବାଲି ବୋଝେଇ ହାଇୱା ଗାଡ଼ିର ଲଗାତାର ଚଳାଚଳ ଯୋଗୁଁ ରାସ୍ତାରୁ ଉଠିଗଲାଣି ପିଚୁ, ବାହାରି ପଡ଼ିଲାଣି ମେଟାଲ । କେଉଁଠି ରାସ୍ତା ଦବି ଯାଇଛି ତ' ଆଉ କେଉଁଠି ସୃଷ୍ଟି ହୋଇଛି ବଡ଼ ବଡ଼ ଗାତ । ପ୍ରାୟ ଦୁଇରୁ ତିନି କିଲୋମିଟର ରାସ୍ତାର ଅବସ୍ଥା ଏବେ ଦୟନୀୟ । ଆପଣ…
Read More...

ବିଦ୍ୟୁତ୍‌ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ, ୩ ଗିରଫ : ମୃତ କୁଟୁରା ସହ ତାର ଓ ଶିକାର ସାମଗ୍ରୀ ଜବତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ଧରଣୀମାସ୍କା ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ…
Read More...

ଜୁଆ ଆଡ୍ଡାରେ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ

ମହିଳା ହୋମଗାର୍ଡଙ୍କୁ ବେକରେ ଧରି ଘୋଷାଡ଼ିବା ଅଭିଯୋଗ, ୭ ଗିରଫ; ୨ ଫେରାର ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ପୁଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି । ଏଥିରେ ଜଣେ ମହିଳା ହୋମଗାର୍ଡଙ୍କୁ ବେକରେ ଧରି ତଳେ…
Read More...

ବଲାଙ୍ଗିର ଡାକ ମଣ୍ଡଳର ୧୩ତମ ଦ୍ଵିବାର୍ଷିକ ସମ୍ମିଳନୀ ତଥା ନୂତନ କର୍ମକର୍ତ୍ତା ଚୟନ

ସଭାପତି ଲବ ଭୋଇ ଓ ସମ୍ପାଦକ ରୂପେ ରମେଶ ଚନ୍ଦ୍ର ସାହୁ ନିର୍ବାଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗିର ଡାକ ମଣ୍ଡଳର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ ସ୍ଥାନୀୟ ମାରୱାଡ଼ି ସେବା ସଦନ (ରାଧାରାଣୀପଡ଼ା)ଠାରେ ଅତ୍ୟନ୍ତ…
Read More...