pakka

ଯୁବ ବର୍ଗଙ୍କୁ ତୁରନ୍ତ ଟୀକାକରଣ ଦାବୀରେ ମାହେଶ୍ୱରୀ ପକ୍ଷରୁ ଦାବୀପତ୍ର ପ୍ରଦାନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସବୁବେଳେ ନିଜର ସାମାଜିକ ଦାୟିତ୍ୱ ପ୍ରତି ସଦାସର୍ବଦା ସଚେତନ । କରୋନା ମହାମାରୀରେ ଅଧିକ ଲୋକଙ୍କ ଜୀବନ ବିପନ୍ନ ହେଉଥିବା ବେଳେ ଭେକ୍ସିନ ଏକମାତ୍ର ଆଶା । କିନ୍ତୁ ସାରା ଓଡିଶାରେ ବିଭିନ୍ନ ଜିଲ୍ଲାରେ ୧୮ ରୁ ୪୫ ବର୍ଗର ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଆମ ଜିଲ୍ଲା ବଲାଙ୍ଗିରରେ ଟୀକାକରଣ କେବେ ହେବ ତାହା ଅଧିକାରୀଙ୍କୁ କେବେ ହେବ ସଠିକ୍‌ ଜଣା ନାହିଁ । ସେଥିପାଇଁ ଆଜି ମାହେଶ୍ୱରୀ ତରଫରୁ ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଓ ସଦସ୍ୟ ଆଶିଷ ଜେନା ଶୀଘ୍ର ଟୀକାକରଣ ଆରମ୍ଭ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

one × two =