jsm

ମାହେଶ୍ୱରୀ ସଂଗଠନକୁ ମାରୱାଡି ସମ୍ମେଳନ ସହଯୋଗର ହାତ ବଢାଇଲା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ମାହେଶ୍ୱରୀ ସଂଗଠନର କାର୍ଯ୍ୟାଳୟ ଠାରେ ମାରୱାଡି ସମ୍ମେଳନର ଅଧ୍ୟକ୍ଷ ବରିଷ୍ଠ ଅଧିବକ୍ତା ମହେନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ଏହାର ଉପଦେଷ୍ଟା ଅଙ୍କୁଶ ପାଣ୍ଡିଆ ତଥା ଅଧ୍ୟକ୍ଷ ସୋହନ ଅଗ୍ରୱାଲ ସମ୍ମେଳନ ତରଫରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳରେ କୋଭିଡ-୧୯ ପଜିଟିଭ ବନ୍ଧୁମାନଙ୍କୁ ଖାଦ୍ୟ ପୁଡିଆ ତାଙ୍କର ଦ୍ୱାର ମୁହଁରେ ପହଞ୍ଚାଇବା ପାଇଁ ସହଯୋଗର ରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରେଡକ୍ରସର ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ ସଂଯୋଜନା କରିଥିବା ବେଳେ ସମ୍ମେଳନର ସଂପାଦକ ମୋହନଲାଲ ଅଗ୍ରୱାଲ ଏବଂ ଉପାଧ୍ୟକ୍ଷ ବଳରାମ ଅଗ୍ରୱାଲ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.