Daily Archives

ବାତ୍ୟା ଭୟରେ ସିଲ୍‌ ହେଲା ଗାଜଲବାଡ଼ି ଘାଟି : ଗଛ ଉପୁଡ଼ି ରାସ୍ତା ଅବରୋଧ

ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍‌; ବିକଳ୍ପ ରାସ୍ତା ଉପରେ ନିର୍ଭର ଯାତ୍ରୀ ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ…
Read More...

ବାଲିଗୁଡ଼ାରେ ବିଜେଡିର ରଣହୁଙ୍କାର : ବାଲି ଚୋରାଚାଲାଣ ଠାରୁ ଟେଣ୍ଡର ଅନିୟମିତତା ଯାଏଁ ଉଠାଇବ ଦଳ : ଜନ ସମସ୍ୟାକୁ ନେଇ…

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଜନସମସ୍ୟା, ବେଆଇନ ବାଲି କାରବାର ଓ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତାକୁ ନେଇ ରାଜନୈତିକ ତତ୍ପରତା ବଢ଼ିଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ସ୍ଥିତ ପିଡବ୍ଲ୍ୟୁଡି ବଙ୍ଗଳା ଠାରେ ନୂତନ ସାଙ୍ଗଠନିକ…
Read More...

‘ଖେଲୋ ଇଣ୍ଡିଆ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ଯୋଜନା’କୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍, ୨୦୨୬ ରୁ ୨୦୩୩-୩୪ ମସିହା ପର୍ଯ୍ୟନ୍ତ ଅବଧି ପାଇଁ ୧,୮୫୬.୬୭ କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ଖେଲୋ ଇଣ୍ଡିଆ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ଯୋଜନାକୁ ମଞ୍ଜୁର କରିଛି।…
Read More...

ମହିଳା କଏଦୀ ଓ ସେମାନଙ୍କ ସନ୍ତାନଙ୍କ ମାନବାଧିକାର ସୁରକ୍ଷା ନେଇ ଏନ୍ଏଚ୍ଆର୍‌ସିର ପରାମର୍ଶାବଳୀ ଜାରି

ମହିଳା କଏଦୀଙ୍କ ସୁରକ୍ଷା ପାଇଁ ୧୦ଟି ପ୍ରମୁଖ କ୍ଷେତ୍ର ଉପରେ ଏନ୍ଏଚ୍ଆର୍‌ସିର ଗୁରୁତ୍ୱାରୋପ ଦୁଇ ମାସ ମଧ୍ୟରେ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ ପାଇଁ ଏନ୍ଏଚ୍ଆର୍ସିର ନିର୍ଦ୍ଦେଶ ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍‌ସି) ପକ୍ଷରୁ ‘ମହିଳା କଏଦୀ ଓ…
Read More...

ସିବିସି ଓ ପିଆଇବି ଭୁବନେଶ୍ୱର ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

କର୍ତ୍ତବ୍ୟ ପ୍ରତି ସଚ୍ଚୋଟତା ଓ ନିଷ୍ଠା ସୁଶାସନର ଆଧାର: ଅଖିଳ କୁମାର ମିଶ୍ର ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି ଭୁବନେଶ୍ୱର ଠାରେ ଦୁର୍ନୀତି ନିବାରଣ ସଚେତନତା…
Read More...

ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ…

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ କନ୍ଧମାଳ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବଢ଼ିଛି । ଧନଜୀବନର ସୁରକ୍ଷା ସହ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟ ନେଇ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ…
Read More...

ଦେଓଗାଁ ପ୍ରଗତି ଯୁବକ ସଂଘର ଗଜଲକ୍ଷ୍ମୀ ମେଢ଼ ଭସାଣି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ା ପ୍ରଗତି ଯୁବକ ସଂଘ ପକ୍ଷରୁ ଆୟୋଜିତ ୧୩ତମ ଗଜଲକ୍ଷ୍ମୀ ପୂଜାର ବୁଧବାର ଦିନ ଭସାଣି ଉତ୍ସବ ପାଳିତ ହୋଇଯାଇଛି । ଗତ ଶନିବାର ଦିନ କଳସ ଶୋଭାଯାତ୍ରା ସହ ପୂଜାରମ୍ଭ ହୋଇଥିବା ବେଳେ ରବିବାର ଦିନ ଏକ ଦିବସୀୟ ତୁଳସୀ ରାମାୟଣର…
Read More...

ଦେଓଗାଁ ବ୍ଲକରେ ବାତ୍ୟା ‘ଅର୍ଣ୍ଣବ୍’ ର ପ୍ରଭାବ : ଦିନ ସାରା ମେଘୁଆ ପାଗ

ଅନବରତ ବହିଲା ପବନ ଦେଓଗାଁ, (ମନୀଷ କୁମାର ସାହୁ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅର୍ଣ୍ଣବ୍' ପ୍ରଭାବ ଏବେ ଦେଓଗାଁ ବ୍ଲକ ଅଞ୍ଚଳରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି । ଗତକାଲି ମଙ୍ଗଳବାର ରାତିରୁ ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ବୁଧବାର ସକାଳୁ…
Read More...

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ : ଶିକ୍ଷକ ଓ କର୍ମଚାରୀଙ୍କୁ…

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ଗୁରୁବାର ଦିନ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ…
Read More...

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନଭେମ୍ବର ମାସ ରୁ ହେଲମେଟ ଚେକିଂ କଡ଼ାକଡ଼ି ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଅଧକ୍ଷ ତଥା ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜାନୁଆରୀରୁ…
Read More...