Daily Archives

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ : ୨୯ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ : ଶିକ୍ଷକ ଓ କର୍ମଚାରୀଙ୍କୁ…

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ଗୁରୁବାର ଦିନ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ…
Read More...

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନଭେମ୍ବର ମାସ ରୁ ହେଲମେଟ ଚେକିଂ କଡ଼ାକଡ଼ି ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ଅଧକ୍ଷ ତଥା ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜାନୁଆରୀରୁ…
Read More...

ଅର୍ଣ୍ଣବ ପ୍ରଭାବ : ପାଇକମାଲରେ ଦିନତମାମ ଝିପିଝିପି ବର୍ଷା, ଧାନ ଅମଳ ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଣ୍ଣବର ପ୍ରଭାବରେ ପାଇକମାଲ ବ୍ଲକ୍‌ରେ ପାଗରେ ପରିବର୍ତ୍ତନ ଦେଖାଦେଇଛି । ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୃଦୁ ପବନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ରାସ୍ତାଘାଟରେ ଯାତାୟାତ ହ୍ରାସ…
Read More...

ବାତ୍ୟା ଓ ଲଗାଣ ବର୍ଷା ସତ୍ତ୍ୱେ ଡାଙ୍ଗ ଗ୍ରାମରେ ରକ୍ତଦାନ ଶିବିର : ୭ ମହିଳାଙ୍କ ସମେତ ୩୫ ଜଣଙ୍କ ରକ୍ତଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ୱର୍ଗତ ତ୍ରିଲୋଚନ ବାଗଙ୍କ ସ୍ମୃତିରେ ବରଡୋଲ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ଗ୍ରାମରେ ସଂକଳ୍ପ ପରିବାର ଓ ଗଜଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସାରା ଓଡ଼ିଶାରେ…
Read More...