Monthly Archives

March 2023

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ରଥ ଶୋଭାଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶ୍ରୀରାମ ନବମୀ ତଥା ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଙ୍କ ଜୟନ୍ତୀ ଅବସରରେ ଗୁରୁବାର ଦିନ ସକାଳ ୯ ଘଟିକା ସମୟରେ ପିପିଲି ଡେଲାଙ୍ଗ ଶ୍ରୀରାମ ନବମୀ କମିଟି ଆବାହକ ରାଧାମୋହନଙ୍କ ନେତୃତ୍ୱରେ ଶ୍ରୀରାମ ନବମୀ ଉପଲକ୍ଷେ ରାମ, ଲକ୍ଷ୍ମଣ, ସୀତା ଓ
Read More...

ଭାରସାମ୍ୟ ହରାଇ ବାଇକ୍‌ ଚାଳକ ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗାଁର ଶଙ୍କର ବରିହା(୨୦) ଏକ ବାଇକ୍‌ରେ ନିଜ ଗାଁରୁ କୌଣସି ଏକ କାମରେ ମାଲପଡାକୁ ଯାଉଥିଲେ । ତେବେ ସାମ୍‌ନା ପଟୁ ଆସୁଥିବା ଏକ ଚାରିଚକିଆ ଗାଡି ତାକୁ ସାଇଟ ଦେବା ସମୟରେ ଭାରସାମ୍ୟ ହରାଇ
Read More...

ବର୍ତ୍ତିବେନି କଫ ସିରପ ମାଫିଆ ଓ ବେଆଇନ ବ୍ୟବସାୟୀ : ଏକ୍ସନ ମୋଡ଼୍‌ରେ ଖପ୍ରାଖୋଲ ପୋଲିସ

୪୭୬ ବୋତଲ କଫ ସିରପ ଜବତ, ୩ ଗିରଫ ଏବଂ କୋର୍ଟ ଚାଲାଣ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ ସିରପ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର
Read More...

ଏସ୍‌ପି ଅଫିସ ପଛପଟ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଏସ୍‌ପି ଅଫିସ ପଛପଟ ରୁଗୁଡିପଡାରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ହଠାତ୍‌ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହା ଦ୍ୱାରା
Read More...

ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଏପ୍ରିଲ ମାସ ୩ ତାରିଖ (ସୋମବାର) ସକାଳ ଘ ୧୦ଟା ୩୦ ମିନିଟ ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

ଆଜି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣା ଷ୍ଟେଟର ପୂର୍ବତନ ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଷଢେଇକେଲାର ମହାରାଣୀ ପଦ୍ମିନୀ ଦେବୀ ଓ ମହାରାଜା ଆଦିତ୍ୟ ପ୍ରତାପ ସିଂହଙ୍କ ୨ୟ ପୁତ୍ର ଭାବେ ୧୯୨୨ ମସିହା ମାର୍ଚ୍ଚ ୩୧ ତାରିଖ ଦିନ
Read More...

କ୍ୟାମେରାରେ କଏଦ୍‌ ହେଲା ବାଘ

ନୂଆପଡ଼ା, (ନିରାକାର ମେହେର) : କ୍ୟାମେରାରେ ଠାବ ହୋଇଛି ବାଘ । ସୋସେଙ୍ଗ ପଞ୍ଚାୟତ ଜଳମଡ଼େଇ ଗାଁରେ ଲାଗିଥିବା ଟ୍ରାକିଂ କ୍ୟାମେରାରେ ଗୁରୁବାର ଏହି ବାଘର ଚିତ୍ର ପ୍ରଥମଥର ପାଇଁ କଏଦ୍‌ ହୋଇଛି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ଏହି ବାଘର ଫଟୋ ଏବେ ସାମ୍ନାକୁ
Read More...

ଦୟାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର/ଧଉଳି : ଦୟାନଦୀରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ଦୟାନଦୀ ଲିଙ୍ଗିପୁର ଦେବୀଘାଟରେ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଗତକାଲି ବିଳମ୍ବିତ ରାତି ଯାଏଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ଖୋଜାଖୋଜି ପରେ ମଧ୍ୟ ପତ୍ତା
Read More...

ହରିଦ୍ୱାରରେ ଉଦଘାଟନ ହେଲା ପତଞ୍ଜଳି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉ୍‌ଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଅମିତ ଶାହା ଏବଂ ବାବା ରାମଦେବ ମଧ୍ୟ
Read More...

ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ

କଟକ : ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ ହୋଇଯାଇଛି । ସେମାନେ ହେଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ପାର୍ବତୀ ଘୋଷ ଏବଂ ବିଶିଷ୍ଟ ସଂଗୀତଜ୍ଞ ଅକ୍ଷୟ ମହାନ୍ତି । ଭାରତୀୟ
Read More...
error: Content is protected !!