pakka

ପୌରାଧ୍ୟକ୍ଷା ଓ କାଉନସିଲମାନଙ୍କ ସହ ଆଲୋଚନା କଲେ ରାଜ୍ୟ କିନ୍ନର ଆଖଡ଼ାର ସଭାପତି ମୀରା ପରିଡା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜ୍ୟ କିନ୍ନର ଆଖଡ଼ାର ସଭାପତି ତଥା ମୁକ୍ତାର ରାଜ୍ୟ ଉପଦେଷ୍ଟା ମୀରା ପରିଡାଙ୍କୁ ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ କରିବା ସହ ମୁକ୍ତା ଯୋଜନା ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା । ପରେ ଟ୍ରାନ୍ସଜେଣ୍ଡର ଦିବସରେ ଯୋଗଦେଇ ତାଙ୍କୁ ପୁର୍ଣ୍ଣ ସାହାଯ୍ୟ ସହଯୋଗ କରାଯିବ ବୋଲି ପୌରାଧ୍ୟକ୍ଷା ଲିକା ସାହୁ ଓ ମୀରା ପରିଡା ଦୃଢ ପ୍ରତିଶୃତି ଦେଇଥିଲେ ।

jay balangir
Leave A Reply

Your email address will not be published.

20 − 13 =