pakka

ବ୍ୟଙ୍ଗ କବିତା : ବୁଡ଼୍‌ବକ୍‌ ବଲୁଛେ…

  • ରସରାଜ ଅଚ୍ୟୁତ ପୁରୋହିତ

ଚାକରିଆ ଯଦି ଦୁଇ ଦିନ୍‌ ରହେଲା
ନିଲମ୍ବନ୍‌ ହେବାର୍‌ଟା ସାର୍‌
ମନ୍ତ୍ରୀ ମାସ୍‌ ମାସ୍‌ ଭିତ୍‌ରେ ରହେଲେ ବି
ବାଲ୍‌ ବାଁକ୍‌ ନିହୁଏ ତାର୍‌ ।
ମନ୍ତ୍ରୀ ଆରୁ ଚାକରିଆ ଭିତ୍‌ରେ
ଇଟା ଫରକ୍‌ ରହୁଛେ,
ବୁଡ଼୍‌ବକ୍‌ ବଲୁଛେ
ନେତା କହୁଥିଲେ
ଦେଶ ପରେ ଆଘ୍‌କେ ଯଉଛେ । ।

ମୋ.ନଂ. : ୯୪୩୭୩୬୭୦୫୨

Leave A Reply

Your email address will not be published.

twenty − seventeen =