pakka

ତୁମର୍‌ ରେକର୍ଡ କହୁଛେ

  • ରସରାଜ ଅଚ୍ୟୁତ ପୁରୋହିତ

ସବୁ ହେମାନେ ଲୁଟି ନଉଛନ୍‌ ବଲି
ଦୋଷ୍‌ ଦଉଛ ପର୍‌କେ,
ତମେ କେନେ ଶୁଇଥିଲ
ଲୁଟ୍‌ଲା ବେଲ୍‌କେ ଘର୍‌କେ ।
ତମେ କାଲ୍‌କେ ଯହ ଲୁଟ୍‌ବ
ତୁମର୍‌ ରେକର୍ଡ କହୁଛେ,
ବୁଡ୍‌ବକ୍‌ ବଲୁଛେ
ନେତା କହୁଥିଲେ
ଦେଶ୍‌ ପରେ ଆଘ୍‌କେ ଯଉଛେ । ।

ମୋ.ନଂ. : ୯୪୩୭୩୬୭୦୫

Leave A Reply

Your email address will not be published.

14 + eight =