pakka

ସାମ୍ବାଦିକ ଭବନରେ ଗଣେଶ ପୂଜା ଓ ବନ୍ଧୁ ମିଳନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସାମ୍ବାଦିକ ଭବନରେ ବିଘ୍ନ ବିନାସନ ଶ୍ରୀ ଗଣେଶଙ୍କ ପୁଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂଜା କାର୍ଯ୍ୟ ପଣ୍ଡିତ ନିରଂଜନ ମହାପାତ୍ରଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିଲା । ସଂଘ ପକ୍ଷରୁ କର୍ତ୍ତା ଭାବରେ ସଂଘର ସାଧାରଣ ସମ୍ପାଦକ ବଳରାମ ମିଶ୍ର କାର୍ଯ୍ୟ ତୁଲାଇଥିଲେ । ପୂଜା ଓ ବନ୍ଧୁ ମିଳନରେ ସଂଘର ସଭାପତି ହରିନାରାୟଣ ପୁଜାରୀ ଓ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୂଜା ଶେଷରେ ପ୍ରସାଦ ସେବନ ହୋଇଥିଲା ।

jay balangir
Leave A Reply

Your email address will not be published.

13 + twenty =

error: Content is protected !!