pakka

ନୂଆଁଖାଇ ପର୍ବ ଉପଲକ୍ଷେ ସମାଜସେବୀଙ୍କ ପକ୍ଷରୁ ସାହାଯ୍ୟ ପ୍ରଦାନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ପତରାପାଲି ଗାଁର ଅନ୍ଧ ଦମ୍ପତି କାର୍ତ୍ତିକ ଖର୍ସେଲ, ତାଙ୍କ ସ୍ତ୍ରୀ ସୁଜାତା ଖର୍ସେଲ ଓ ୧୧ବର୍ଷର ଝିଅ, ୯ ବର୍ଷର ପୁଅଙ୍କ ସହିତ ନୂଆଁଖାଇ ପାଳନ କରିବା ପାଇଁ ନୂଆ କପଡା, ପରିବାପତ୍ର ସହିତ ତାଙ୍କ ଘରେ ପହଞ୍ଚିଲେ କଣ୍ଟାବାଞ୍ଜିର ସମାଜସେବୀ ତଥା ଯୁବନେତା ଶାନ୍ତନୁ ବିଭାର । ଏହି ମହାନ ଗଣପର୍ବ ନୂଆଁଖାଇରେ କିଛି ଆର୍ଥିକ ସାହାଯ୍ୟ କରି ଏହି ଗରିବ କଳାକାର ପରିବାରଙ୍କ ମୁହଁରେ ହସ ଫୁଟେଇବାକୁ ଏକ ଛୋଟ ପ୍ରୟାସ କରିଛନ୍ତି ସମାଜସେବୀ ଶାନ୍ତନୁ ବିଭାର ।

Leave A Reply

Your email address will not be published.

5 × two =