Browsing Tag

deogaon news

କୁଡ଼ାସିଂହା କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ସ୍ଥିତ ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତଦୁଇ କଲେଜର କିରାଣୀ ବଳଭଦ୍ର ବଣ୍ଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେ ୧୯୯୩
Read More...

ଗାଁକୁ ରାସ୍ତା ନାହିଁ, ବାଟରେ ଅଟକିଗଲା ଆମ୍ବୁଲାନ୍ସ

୧ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ ଦେଓଗାଁ, (ମନୀଷ କୁମାର ସାହୁ) : ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଗାଁକୁ ନାହିଁ ରାସ୍ତା । ରାସ୍ତା ଅଭାବ ଯୋଗୁଁ ଗାଁକୁ ଆସେନି ଚାରିଚକିଆ ଗାଡ଼ି । ଏହା ନିତିଦିନିଆ ହୋଇଥିଲେ ବି ଆଜି ଘଟିଥିବା ଏକ ଘଟଣା ଦେଖାଉଛି
Read More...

ଡ. ସୁଧାଂଶୁ ମେହେରଙ୍କୁ ଡ. ଅବଦୁଲ କଲାମ ପ୍ରଫେସନାଲ ଏଚିଭର ସମ୍ମାନ

ଦେଓଗାଁ, (ମନୀଷ କୁମାର ସାହୁ) : ସମ୍ବଲପୁର ସ୍ଥିତ ତପସ୍ୱିନୀ ଅଡିଟୋରିଅମରେ ରବିବାର ଦିନ ଅନୁଷ୍ଠିତ ଓଡିଶା ମହାଉତ୍ସବରେ ଦେଓଗାଁ ବ୍ଲକ ସାଲେପାଲି ଗାଁର ବିଶିଷ୍ଟ ସାହିତ୍ୟିକ, ଅଭିନେତା, ଡାକ୍ତର, ସମାଜସେବୀ, ଶିକ୍ଷକ୍ଷବିଦ ଡ. ସୁଧାଂଶୁ ଭୂଷଣ ମେହେର ଡ଼. ଅବଦୁଲ କାଲାମ ପ୍ରଫେସନାଲ ଏଚିଭର
Read More...

ଦେଓଗାଁ ଯୋଗେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ସମ୍ପନ୍ନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଯୋଗୀସାଗର ସ୍ଥିତ ଯୋଗେଶ୍ୱର ମନ୍ଦିରରେ ଶୁକ୍ରବାର ଦିନ ଯୋଗେଶ୍ୱର ବାବାଙ୍କ ଶୁଭ ବିବାହ ତଥା ଦେଓଗାଁରେ ୧୬ତମ ଶୀତଳଷଷ୍ଠୀ ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ଯୋଗେଶ୍ୱର ବାବାଙ୍କ ପିତା ଦାୟିତ୍ୱ ପୂର୍ବ ସରପଞ୍ଚ ଚନ୍ଦ୍ରଚୁଡ଼ ବେହେରା ଓ
Read More...

ଉଡାର ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା : ବଡ଼ବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଉଡାରରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଡାର ଦଳ ସହ ବରକାନୀ, ଶିରାବାହାଲ, ବିରାଟକାନୀ, ବଡବନ୍ଧ, ପାଇକସମରା, ବ୍ରାହ୍ମଣୀପାଲି, ବାଞ୍ଜିପାଲି ଦଳ ଅଂଶଗ୍ରହଣ କରିଥିଲେ । ବଡ଼ବନ୍ଧ ସହ ଉଡାର
Read More...

ପ୍ରଥମ ଅନନ୍ତ ସାହୁ ସ୍ମାରକୀ ସର୍କିଲ କ୍ରିକେଟ ପ୍ରତିଯୋଗିତା

ମୁରସିଂହ, ବାଦିଗୋର୍, ବିରାଟକାନୀ ଓ ଦେଓଗାଁ ପ୍ରିନ୍ସ ଫାଇଟର ସେମିରେ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ ଓକିଲ ତଥା ସମାଜସେବୀ ଅନନ୍ତ ସାହୁଙ୍କ ସ୍ମୃତିରେ ରାତ୍ରିକାଳୀନ ପ୍ରଥମ ବର୍ଷ ସର୍କିଲ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଦିନରୁ ଆରମ୍ଭ ହୋଇଯାଇଛି । ଏହି
Read More...

ପାଣି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟ ଘେରାଉ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ ଚେତାବନୀ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକରେ ଦୀର୍ଘଦିନ ଧରି ଚାଲିଥିବା ଜଳ ସଙ୍କଟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଦେଓଗାଁ ବ୍ଲକବାସୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ
Read More...

ଦେଓଗାଁରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ୨୦୨୫ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ-ମାତୃ ହୀନ ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରି ଉପସ୍ତାପନା
Read More...

ସାବିତ୍ରୀ ଉଆଁସ୍‌ ଲାଗି ଫଲ୍‌ମୂଲ୍‌ ବଜାରେ ଲାଗିଛେ ନିଆଁ

ରେଟ୍ ଦେଖି କରି ସତ୍ୟବାନ୍‌ ଛାନିଆଁ ଦେଓଗାଁ, (ମନୀଷ କୁମାର ସାହୁ): ଆଏଯ ସାବିତ୍ରୀ ବ୍ରତ । ଗାଁନୁ ସହର ଚାରି ଆଡେ ଘିନବିକା ଥି ଲୋକ ମସଗୁଲ । କିଏ ଶାଢ଼ୀ ପଟା ଘିନି ଯାଉଛେ ସହର କେ ତ କିଏ ଭିନ୍ ଭିନ୍ ଫଲ୍‌ମୂଲ୍ ଘିନି ଯାଉଛେ ବଜାର କେ । ଇହାଦେର୍ ଲୋକର୍ ଚାହିଦା କେ ଦେଖି କରି ସବୁ
Read More...

ବ୍ରାହ୍ମଣୀଜୋର କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ବ୍ରାହ୍ମଣୀଜୋର କ୍ଲଷ୍ଟରର ଶିକ୍ଷଣ ସାମଗ୍ରୀ କର୍ମଶାଳା ସ୍ଥାନୀୟ ଫପସୀ ଏନୟୁପିଏସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସିଆରସିସି ମଣ୍ଟୁ ସାମଲଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ମାଝୀ ଉଦ୍‌ଘାଟନ କରିଥିଲେ
Read More...