Browsing Tag

deogaon news

ସ୍ୱାଧୀନତା ଦିବସକୁ ଭୁଲିଗଲେ ବ୍ୟାଙ୍କ୍ କର୍ମଚାରୀ

ଦେଓଗାଁରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ହେଲାନି ପତାକା ଉତ୍ତୋଳନ ଦେଓଗାଁ, (ମନୀଷ କୁମାର ସାହୁ) : ସାରା ଭାରତ ମନାଉଛି ସ୍ୱାଧୀନତା ଦିବସ । ଏହି ଅବସରରେ ସାରା ଭାରତ ବର୍ଷରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ, କଲେଜ ପ୍ରଭୃତି ଶିକ୍ଷାନୁଷ୍ଠାନରେ ପତାକା ଉତ୍ତୋଳନ…
Read More...

ଦେଓଗାଁ ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅଗ୍ନି ନିର୍ବାପକ ଅଧିକାରୀ ଲାଲୁ ମୁଣ୍ଡା ଯୋଗ ଦେଇ ଦିବସର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ ।…
Read More...

କୁଡାସିଂହା ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସ୍ୱାଧୀନତା ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡାସିଂହା ସ୍ଥିତ ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ନିର୍ଦ୍ଧେଶିକା ନମିତା ମହାନ୍ତି ଯୋଗଦେଇ ପତାକା…
Read More...

ବୟୋଜ୍ୟେଷ୍ଠ ନାଗରିକ ଆବାସ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ‌ସ୍ଵାଧିନତା ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ୮୦ତମ ‌ସ୍ଵାଧିନତା ଦିବସ ପାଳନ ହୋଇଯାଇଛି । ବୟୋଜ୍ୟେଷ୍ଠ ନାଗରିକ ଆବାସରେ ସମ୍ପାଦକ ଭୁବନେଶ୍ୱର ଶାମଲ‌ ମୁଖ୍ୟ ଅତିଥି…
Read More...

ଦେଓଗାଁ ବ୍ଲକସ୍ତରୀୟ ସାମ୍ବିଧାନିକ କର୍ମଶାଳା ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଓଗାଁ ବ୍ଲକ୍ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବ୍ଲକସ୍ତରୀୟ ସାମ୍ବିଧାନିକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେଓଗାଁ ବ୍ଲକ୍ ସଭାପତି ଅମ୍ବରିଶ ଭୋଇ, ରାଜ୍ୟ…
Read More...

ଦେଓଗାଁ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜୁର୍ଲାକାନି ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନିଆ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପୁରୋହିତଙ୍କ ଅଧ୍ୟକ୍ଷତାରେ ତଥା ଦେଓଗାଁ କ୍ଲଷ୍ଟର ସିଆରସିସି ସୁଶାନ୍ତ…
Read More...

ଲୋକ କଳାକାର ଶଙ୍କର ବଗର୍ତ୍ତୀଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମେରପିଟା ସ୍ଥିତ କଲ୍ୟାଣ ମଣ୍ଡପ ସଭାଗୃହରେ ଜିଲ୍ଲା କଳା କଳାକାର ସମନ୍ୱୟ ସମିତି, ବଲାଙ୍ଗିର ପକ୍ଷରୁ ଲୋକକଳା ପ୍ରଚାରକ ବରିଷ୍ଠ ସଂକୀର୍ତ୍ତନ୍ୟ ତଥା କରମସାନୀ ଗାୟକ ସ୍ୱର୍ଗତ ଶଙ୍କର ବଗର୍ତ୍ତୀଙ୍କ ପରଲୋକ ହୋଇଥିବାରୁ ତାଙ୍କ…
Read More...

ସୁଲୋଚନା ଦୋରା ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ସ୍ଥିତ ମିନି ଷ୍ଟାଡିୟମରେ ନୂଆଁପାଲି ୟୁଥ୍ କ୍ଲବ୍ ପକ୍ଷରୁ ସୁଲୋଚନା ଦୋରା ସ୍ମାରକୀ ଦୁଇ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେଡି ବରିଷ୍ଠ ନେତା ତଥା ସାହିତ୍ୟକ ଉମା ଶଙ୍କର…
Read More...

ବର୍ଷା ପାଇଁ ଧରାପଡ଼ିଲା ଜଳ ଯୋଗାଣ ବିଭାଗର ଦୁର୍ନୀତି : ସାମାନ୍ୟ ବର୍ଷାରେ ଭାଙ୍ଗିଗଲା ପମ୍ପଘର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଜଳ ଯୋଗାଣ ବିଭାଗ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଭାବରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା । ନିଯୁକ୍ତି ପାଇଥିବା ଯନ୍ତ୍ରୀ ଠିକାଦାରଙ୍କ ସହ ଗୁପ୍ତ ବୁଝାମଣା କରିଥିବାରୁ କେଉଁଠି ନିର୍ମାଣ ନ ସରି ପାଚେରୀ ଭାଙ୍ଗି ଯାଉଛି ତ ଆଉ କେଉଁଠି…
Read More...

ଲଗାଣ ବର୍ଷାରେ ଉଜୁଡିଲା ଚାଷ : ପନିପରିବା ବଜାରରେ ନିଆଁ

ଶ୍ରାବଣ ମାସରେ ଖାଉଟିର ପକେଟରେ ମାଡ଼ ଦେଓଗାଁ, (ମନୀଷ କୁମାର ସାହୁ) : ଗତ ଜୁଲାଇ ମାସରେ ଲଗାଣ ବର୍ଷା, ଶେଷ ସପ୍ତାହରେ ଲଘୁଚାପ ଜନିତ ବର୍ଷାରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ଅନେକାଂଶରେ ଧାନ ତଳି ଓ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ପନିପରିବା ଫସଲ…
Read More...