୩ ଦିନ ହେଲା ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଛି ଦୁର୍ଘଟଣାଗ୍ରସ୍ତ କାର : ହଟାଇବାକୁ ଦାବି
ଦେଓଗାଁ, (ମନୀଷ କୁମାର ସାହୁ) : ୨୬ ନମ୍ବର ଜାତୀୟ ରାଜପଥ ଉପରେ ବିପଜ୍ଜନକ ଭାବେ ପଡ଼ିରହିଛି ଦୁର୍ଘଟଣାଗ୍ରସ୍ତ କାର । ୩ ଦିନ ଧରି ଗାଡ଼ିଟି ରାସ୍ତା କଡ଼ରେ ଏପରି ଅବସ୍ଥାରେ ପଡ଼ିରହିଥିଲେ ବି ଏହାକୁ ହଟାଇବା ପାଇଁ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ!-->…
Read More...
Read More...