ଗ୍ରାମୀଣ ରାସ୍ତା ଶୋଚନୀୟ : ମରାମତି ଦାବି
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ହିର୍ଲିମାଲ, ତେଲପାଲି, ଜାମଝରଣକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତାରେ ବିଭିନ୍ନ ସମୟରେ ହାଇୱା ଗାଡ଼ି ଯାଇ ରାସ୍ତାରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଛୋଟ ଛୋଟ ଗାଡି ସହ!-->…
Read More...
Read More...