Browsing Tag

deogaon news

କୁଡାସିଂହାରେ ବନ ମହୋତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ଅବସର ପ୍ରାପ୍ତ ବନ କର୍ମଚାରୀ ସଂଘ ବଲାଙ୍ଗିର ଏବଂ ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ କୁଡାସିଂହାର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ…
Read More...

ଷାଠିଏ ଘର ଡୁମାଲ ସମାଜର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁମପଥର ଶିବ ମନ୍ଦିର ଠାରେ ଷାଠିଏ ଘର ଡୁମାଲ ସମାଜ ଫପସି ଚକର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବରାଜ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାହଜବାହାଲ, କୁମପଥର, ବୁଢ଼ାବାହାଲ, ଶିବତଲା, ଟେପ୍ରେନ,…
Read More...

ଦେବେନ୍ଦ୍ର ବେହେରାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ ଦେଓଗାଁ ମେନ୍ ରୋଡ଼ ଦୁର୍ଗାମଣ୍ଡପ ଛକର ବେହେରା ଟେଣ୍ଟ ହାଉସର ମାଲିକ ଶଙ୍କର ବେହେରାଙ୍କ ଭାଇ ଦେବେନ୍ଦ୍ର ବେହେରା (୪୦)ଙ୍କ ପରଲୋକ ହୋଇଯାଇଛି । ଶ୍ରୀ ବେହେରାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ ହସ୍ପିଟାଲରେ…
Read More...

ଦେଓଗାଁ ଅଞ୍ଚଳରେ ୨ ଦିନ ନିର୍ଦ୍ଧୁମ ଛେଚିଲା ବର୍ଷା : ସୋନଗଡ ନଦୀରେ ଆସିଲା ପାଣି, ଚାଷ ଜମି ସବୁ ଉବୁଟୁବୁ

ଦେଓଗାଁ, (ମନୀଷ କୁମାର ସାହୁ) : ୫ ଦିନ ଧରି ଲଗାଣ ବର୍ଷା ହେବା ସହ ୨ଦିନ ନିର୍ଦ୍ଧୁମ ବର୍ଷା ହେବା ପରେ ସୋମବାର ସକାଳୁ ଦେଓଗାଁ ବ୍ଲକ ଦେଇ ଅତିବାହିତ ହୋଇ ଯାଇଥିବା ସୋନଗଡ ନଦୀରେ ବଢ଼ି ପାଣି ଆସିଥିବା ଦେଖିବାକୁ ମିଳିଛି । ଦେଓଗାଁ ବ୍ଲକ ଅଞ୍ଚଳର ସବୁଆଡେ ଚାଷ ଜମିରେ ବର୍ଷା ପାଣି ଉବୁଟୁବୁ…
Read More...

ସିଲେଟକାନୀ ୟୁପି ସ୍କୁଲରେ କ୍ଲଷ୍ଟରସ୍ତରୀୟ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷାବର୍ଷର ପ୍ରଥମ କ୍ଲଷ୍ଟରସ୍ତରୀୟ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଲେଟକାନୀର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପ୍ରଧାନ ସାଧନ କର୍ମୀ ଭାବେ…
Read More...

କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ

ଧାନ କିଣା ସମସ୍ୟା ଦୂର ନହେଲେ ଆନ୍ଦୋଳନ ହେବ - ନରସିଂହ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ କୁତୁର୍ଲା ପ୍ରାଥମିକ ସମବାୟ ସମିତିରେ ଚାଲିଥିବା ଧାନ ମଣ୍ଡିକୁ ଶୁକ୍ରବାର ଦିନ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ପରିଦର୍ଶନ ପାଇଁ ଯାଇଥିଲେ । ସେଠାରେ…
Read More...

ସ୍କୁଲ ଗେଟରେ ଝୁଲୁଛି ତାଲା : ପ୍ରହରୀ ମଣ୍ଡପରେ ପାଠ ପଢ଼ିଲେ ପିଲା

ଗଛ ମୂଳେ ଖାଇଲେ ମଧ୍ୟାହ୍ନ ଭୋଜନ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ତେଲପାଲି ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା କେହି ତାଲା ଦେବାରୁ ଛାତ୍ରଛାତ୍ରୀମାନେ ପ୍ରହରୀ ମଣ୍ଡପରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ତେବେ ଆଜି ଦିନ ୯ଟାରେ…
Read More...

ଦେଓଗାଁ ହାଇସ୍କୁଲରେ ବରିଷ୍ଠ ଏସ୍‌.ଇ.ଏସ୍‌. ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ଅବସର ଗ୍ରହଣ ପରେ ପ୍ରଧାନ ଶିକ୍ଷକ ପଦବୀ ଖାଲିପଡ଼ିଛି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅତିଶୀଘ୍ର ଜଣେ ବରିଷ୍ଠ ଏସ୍‌.ଇ.ଏସ୍‌. ପ୍ରଧାନ…
Read More...

ବ୍ରାହ୍ମଣୀପଲ୍ଲାରେ ଚାଷୀ ସମାବେଶ : ୩୨ଟି ଉଠା ଜଳସେଚନ ପ୍ରକଳ୍ପରୁ ପିଇବା ପାଣି ଯୋଗାଇବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର, କୁଲୁତାପଡ଼ା, ଘୁଟଖାପଲା, ବଡବାହାଲ ଓ ଗୌଡ଼ଗୋଠ ଏବଂ ସୋନପୁର ଜିଲ୍ଲାର ବାଲିଖମାର ପଞ୍ଚାୟତର ଝିଲିମୁଣ୍ଡା ଅଞ୍ଚଳର ଚାଷୀମାନଙ୍କ ବ୍ରାହ୍ମଣୀପଲ୍ଲା ତେଳନଦୀ କୂଳରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଦେଓଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ଦଳେଇଙ୍କ…
Read More...