Browsing Tag

deogaon news

ସୁଲୋଚନା ଦୋରା ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ସ୍ଥିତ ମିନି ଷ୍ଟାଡିୟମରେ ନୂଆଁପାଲି ୟୁଥ୍ କ୍ଲବ୍ ପକ୍ଷରୁ ସୁଲୋଚନା ଦୋରା ସ୍ମାରକୀ ଦୁଇ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେଡି ବରିଷ୍ଠ ନେତା ତଥା ସାହିତ୍ୟକ ଉମା ଶଙ୍କର…
Read More...

ବର୍ଷା ପାଇଁ ଧରାପଡ଼ିଲା ଜଳ ଯୋଗାଣ ବିଭାଗର ଦୁର୍ନୀତି : ସାମାନ୍ୟ ବର୍ଷାରେ ଭାଙ୍ଗିଗଲା ପମ୍ପଘର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଜଳ ଯୋଗାଣ ବିଭାଗ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଭାବରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା । ନିଯୁକ୍ତି ପାଇଥିବା ଯନ୍ତ୍ରୀ ଠିକାଦାରଙ୍କ ସହ ଗୁପ୍ତ ବୁଝାମଣା କରିଥିବାରୁ କେଉଁଠି ନିର୍ମାଣ ନ ସରି ପାଚେରୀ ଭାଙ୍ଗି ଯାଉଛି ତ ଆଉ କେଉଁଠି…
Read More...

ଲଗାଣ ବର୍ଷାରେ ଉଜୁଡିଲା ଚାଷ : ପନିପରିବା ବଜାରରେ ନିଆଁ

ଶ୍ରାବଣ ମାସରେ ଖାଉଟିର ପକେଟରେ ମାଡ଼ ଦେଓଗାଁ, (ମନୀଷ କୁମାର ସାହୁ) : ଗତ ଜୁଲାଇ ମାସରେ ଲଗାଣ ବର୍ଷା, ଶେଷ ସପ୍ତାହରେ ଲଘୁଚାପ ଜନିତ ବର୍ଷାରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ଅନେକାଂଶରେ ଧାନ ତଳି ଓ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ପନିପରିବା ଫସଲ…
Read More...

୩ ଦିନ ହେଲା ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଛି ଦୁର୍ଘଟଣାଗ୍ରସ୍ତ କାର : ହଟାଇବାକୁ ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ୨୬ ନମ୍ବର ଜାତୀୟ ରାଜପଥ ଉପରେ ବିପଜ୍ଜନକ ଭାବେ ପଡ଼ିରହିଛି ଦୁର୍ଘଟଣାଗ୍ରସ୍ତ କାର । ୩ ଦିନ ଧରି ଗାଡ଼ିଟି ରାସ୍ତା କଡ଼ରେ ଏପରି ଅବସ୍ଥାରେ ପଡ଼ିରହିଥିଲେ ବି ଏହାକୁ ହଟାଇବା ପାଇଁ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ…
Read More...

ଶ୍ରାବଣର ପ୍ରଥମ ସୋମବାରରେ ଶିବାଳୟରେ ପ୍ରବଳ ଭିଡ଼

ଦେଓଗାଁ, (ମନୀଷ କୁମାର ସାହୁ) : ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଦେଓଗାଁ ବ୍ଲକରେ ଥିବା ସିକୁଆଁ ଶିବ ମନ୍ଦିରରେ କାଉଡ଼ିଆ ଓ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବୋଲ୍‌ବମ୍ ଧ୍ୱନିରେ ସିଦ୍ଧେଶ୍ୱର ପୀଠ କମ୍ପିଥିଲା । ମନ୍ଦିର ନିକଟରେ ଥିବା ସୋନଗଡ଼ ନଦୀରେ ସ୍ନାନ କରି ଜଳ…
Read More...

ଜରାସିଂହାରେ ‘ଆସ ଗଢ଼ିବା ସଂସ୍କାରବାନ ପିଢ଼ି’ କାର୍ଯ୍ୟକ୍ରମ ଅନୁଷ୍ଠିତ

​ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମରେ ଗାୟତ୍ରୀ ପରିବାର ତରଫରୁ "ଆସ ଗଢ଼ିବା ସଂସ୍କାରବାନ ପିଢ଼ି" ଗର୍ଭାଧାନ ସଂସ୍କାର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ​ଏହି ଅବସରରେ ବଲାଙ୍ଗିର ଗାୟତ୍ରୀ ପରିବାରର ମୋକ୍ଷଦା ଶର୍ମା ଏବଂ ମହିଳା ମଣ୍ଡଳର…
Read More...

ଐତିହ୍ୟ ସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ଓ ସଦର ବ୍ଲକର ସୀମା ରହିଥିବା ଐତିହ୍ୟ ସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ରବିବାର ଗାଈବାହାଲ ପଞ୍ଚାୟତର ଅର୍ଡା ଗାଁର କଲ୍ୟାଣ ମଣ୍ଡପରେ ଏ ନେଇ ଦେଓଗାଁ ବ୍ଲକ…
Read More...

ଶିରାବାହାଲ ପ୍ରଧାନ ଶିକ୍ଷକ କୁଳମଣି ବକୁଳଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଶିରାବହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୂର୍ବ ବି.ଆର.ସି.ସି କୁଳମଣି ବକୁଳ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସର କାଳୀନ ସମାରୋହରେ ମୁଖ୍ୟଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ବିଇଓ ପ୍ରଶାନ୍ତ…
Read More...

ଦେଓଗାଁ ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଧବାର ଦିନ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ଗୁରୁଜୀ ବ୍ୟାସ ମେହେର । ଏହି…
Read More...

ଦେଓଗାଁ ବ୍ଲକରେ ଲଗାଣ ବର୍ଷା : ଫୁଲିଲା ସୋନଗଡ ନଦୀ

ସାଲେପାଲି କୃଷ୍ଣମୁହାଣ ସେତୁ ଉପରେ ପାଣି ଦେଓଗାଁ, (ମନୀଷ କୁମାର ସାହୁ) : ଦିନକରେ ୧୫୦ ମି.ମି. ବର୍ଷା ପରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳର ରାସ୍ତା ଘାଟ, ଚାଷ ଜମି, ନଦୀ ନାଳ ସବୁଆଡେ ଭରପୂର ପାଣି ରହିଛି । ମଙ୍ଗଳବାର ରାତିସାରା ବର୍ଷା ପରେ ବୁଧବାର ସକାଳେ ଦେଓଗାଁ ସୋନଗଡ ନଦୀରେ…
Read More...