Browsing Tag

deogaon news

ସେରନିବଟା ପୂଜା ଶେଷ, ଜରାସିଂହା ବୁଢ଼ିଆଈ ଯାତ୍ରା ଆଜି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାର ଐତିହାସିକ ବୁଢ଼ିଆଈ ଯାତ୍ରା ଗତ ସୋମବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ମଙ୍ଗଳବାର ଦିନ ସନ୍ଧ୍ୟାରେ ସମସ୍ତ ଦେହେଲିଆଙ୍କୁ ଲାଟ ବଣ୍ଟାଯିବା ପରେ ସେରନିବଟା ପର୍ବ ହୋଇଯାଇଛି । ଆଜି ଅର୍ଥାତ୍…
Read More...

ଜରାସିଂହା ବୁଢ଼ୀଆଈ ଯାତ୍ରା

ଗୋରସ ରୁକା ପର୍ବ ଶେଷ, ସେରନିବଟା ଆଜିକୃଷି ଭିତ୍ତିକ ପର୍ବ ବୁଢ଼ୀଆଈ ଯାତ୍ରା ବୁଧବାର ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବହୁ ପ୍ରସିଦ୍ଧ ବୁଢ଼ିଆଈ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଗୋରସ ରୁକା ପର୍ବ ସୋମବାର…
Read More...

ବିଭିନ୍ନ ଗାଁରେ ମହାପ୍ରଭୁଙ୍କ ସୁନାବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର କଛାରପାଲି ସମେତ ବିଭିନ୍ନ ଗାଁରେ ଶ୍ରୀଜିଉଙ୍କୁ ଘର ବାହୁଡ଼ା ପରେ ଆଜି ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀ ଜଗନ୍ନାଥ । ଦେଓଗାଁ ସହ ମୁରସିଂହ, ଅର୍ଡ଼ା, ସାଲେପାଲି ସହ ବହୁ ଗାଁରେ ସୁନାବେଶରେ ସଜେଇ ହୋଇଥିଲେ ମହାପ୍ରଭୁ । ଶୁକ୍ରବାର…
Read More...

ଜଲିଆ ପିପଲପଡ଼ାରେ ବିଦ୍ୟୁତ୍ ବିଚ୍ଛିନ୍ନ : ଟ୍ରାନ୍ସଫର୍ମର ଲଗାଇବାକୁ ଆପ୍‌ ପକ୍ଷରୁ ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଆପ୍‌ ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଜଲିଆ ଗାଁର ପିପଲପଡାରେ ୧୦ଦିନ ହେଲା ଅନ୍ଧାରରେ ଥିବା ସମସ୍ୟାକୁ ନେଇ ବଲାଙ୍ଗିର ଏସ୍‌ଇଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ…
Read More...

ରଥଯାତ୍ରା ସ୍ଥଳରୁ ୧୫ ବର୍ଷୀୟ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କଲେ ପୀଡ଼ିତାଙ୍କ ବାପାମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୁଲିସ ଦେଓଗାଁ, (ମନୀଷ କୁମାର ସାହୁ) : ନାବାଳିକା ଝିଅଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ନାବାଳିକାକୁ ରଥଯାତ୍ରା ସ୍ଥଳରୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି…
Read More...

ଜରାସିଂହା ପବ୍ଲିକ ସ୍କୁଲର ନୂତନ କୋଠା ଉଦଘାଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଜରାସିଂହା ପବ୍ଲିକ ସ୍କୁଲର ନୂତନ କୋଠା ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ଦ୍ଵାରା ଏହି ବିଦ୍ୟାଳୟ କୋଠା ଉଦଘାଟନ ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଦେଓଗାଁରେ ଲଗାଣ ବର୍ଷା ସତ୍ତ୍ୱେ ମହାଆଡମ୍ବରରେ ରଥଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଗୁରୁବାର ଦିନ ସକାଳୁ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଗାଁରେ ହୋଇଥିବା ରଥଯାତ୍ରାରେ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଭକ୍ତିରେ ବିଭୋର ହୋଇ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା । ଦେଓଗାଁ ରଥଯାତ୍ରାରେ ଜଗନ୍ନାଥ ମନ୍ଦିର ପୂଜକ…
Read More...

କୁତୁର୍ଲା ସୁରଧନୁ ହାଇସ୍କୁଲକୁ ପୂର୍ବ ବିଧାୟକ ନରସିଂହ ମିଶ୍ରଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ପୂର୍ବ ବିଧାୟକ ତଥା ପୂର୍ବ ଆଇନମନ୍ତ୍ରୀ ନରସିଂହ ମିଶ୍ର ମଙ୍ଗଳବାର ୧୨ଟା ସମୟରେ ଦେଓଗାଁ ବ୍ଲକ କୁତୁର୍ଲା ସ୍ତିତ ସୁରଧନୁ ହାଇସ୍କୁଲକୁ ପରିଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭପ୍ରିୟଦର୍ଶନୀ ମାଝୀ ସହ ବିଦ୍ୟାଳୟର ସମସ୍ତ…
Read More...

୬ ଶିକ୍ଷକରେ ଚାଲିଛି ଗୁଡ଼ଭେଲା ପିଏମ୍‌ଶ୍ରୀ ୟୁପି ସ୍କୁଲ : ଶିକ୍ଷକ ପଦ ପୂରଣ ନହେଲେ ତାଲା ବନ୍ଦ ଚେତାବନୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଗୁଡ଼ଭେଲା ବ୍ଲକରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ମୌଳିକ ଶିକ୍ଷା ବ୍ୟବସ୍ଥା। ଗୁଡ଼ଭେଲା ସ୍ଥିତ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କିଛି ଦିନ ପୂର୍ବେ ଜିଲ୍ଲା ଶିକ୍ଷା ଅଧିକାରୀ ପରିଦର୍ଶନରେ…
Read More...

କୁଡାସିଂହାରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୪ତମ ପ୍ରାକଟ୍ୟ ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୪ତମ ପ୍ରାକଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିତ୍ୟ ବାହିନୀ ଏବଂ ଆନନ୍ଦବାହିନୀର…
Read More...