pakka

+୨ ବାଣିଜ୍ୟରେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବାଜିମାତ୍‌ : ଶ୍ରେୟାଂଶ ଜୈନ ରଖିଲେ ୯୬.୧୭% ମାର୍କ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇଥିବା ବେଳେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ସିଏନ୍‌ସି ବିଶେଷ ସଫଳତା ପ୍ରଦର୍ଶନ କରିଛି । ମହାବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଶ୍ରେୟାଂଶ ଜୈନ ୯୬.୧୭% ମାର୍କ ରଖି ସିଏନ୍‌ସିରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସେହିପରି ଅତିଦି ଅଗ୍ରୱାଲ ଦ୍ୱିତୀୟ ସ୍ଥାନରେ ରହି ୯୫.୬୬% ଏବଂ ରୋୟଲ ଦଲାଇ ତୃତୀୟ ସ୍ଥାନ ଅକ୍ତିଆର କରି ୯୫.୩୩% ମାର୍କ ରଖିଛନ୍ତି । ସିଏନ୍‌ସିର ନିର୍ଦ୍ଦେଶକ ତଥା ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

two × five =