pakka

+୨ ବାଣିଜ୍ୟରେ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ସଫଳତା : ୮୭% ରଖି ଅନୁଭବ ରହିଲେ ଶୀର୍ଷରେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବାଣିଜ୍ୟ ଫଳାଫଳରେ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟ ସଫଳତା ହାସଲ୍‌ କରିଥିବା ବେଳେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା କଲେଜ ପକ୍ଷରୁ କୁହାଯାଇଛି । ଛାତ୍ର ଅନୁଭବ ପୂଜାରୀ ୮୭% ମାର୍କ ରଖିଥିବା ବେଳେ ନିତେଶ କୁମାର ମାଖିଜା ୮୩% ମାର୍କ ରଖିଛନ୍ତି । ସେହିପରି ବିଶ୍ୱରାଜ ସାହୁ ୮୨% ମାର୍କ ରଖିଛନ୍ତି । ଫଳାଫଳ ପ୍ରକାଶ ପାଇବା ପରେ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

1 + 18 =