pakka

+୨ ବିଜ୍ଞାନ ଫଳାଫଳରେ ଯୁବୋଦୟ ମହାବିଦ୍ୟାଳୟର ଋତୁପର୍ଣ୍ଣାଙ୍କ କମାଲ୍‌ : ୬୦୦ ମାର୍କରୁ ରଖିଲେ ୫୭୭

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବିଜ୍ଞାନ ଫଳାଫଳରେ ଯୁବୋଦୟ ମହାବିଦ୍ୟାଳୟର ଛାତ୍ରୀ ଋତୁପର୍ଣ୍ଣା କମାଲ୍‌ ଦେଖାଇଛନ୍ତି । ଋତୁପର୍ଣ୍ଣା ଦାଶ ସମୁଦାୟ ୬୦୦ ମାର୍କରୁ ୫୭୭ ମାର୍କ ରଖିଥିବା ବେଳେ ସେ ପଶ୍ଚିମ ଓଡ଼ିଶାରେ ଶୀର୍ଷରେ ରହିଥିବା ଜଣାପଡିଛି । ତାଙ୍କ ସଫଳତା ଯୋଗୁଁ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ତଥା ତାଙ୍କ ବନ୍ଧୁବର୍ଗଙ୍କଠାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

jay balangir
Leave A Reply

Your email address will not be published.

12 − ten =