Monthly Archives

July 2021

ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ପଦନ୍ନୋତି ଘୋଷଣା କରିବା ପରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୃୃତଜ୍ଞତା ପ୍ରଦାନ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଓ ବିଜେଡ଼ି ସଂଗଠକ ପ୍ରଣବ ପ୍ରକାଶ
Read More...

ଅଦିନିଆ ବର୍ଷାରେ ଘର ଭାଙ୍ଗିଥିବା ନେଇ ତଦାରଖ କଲେ ତହସିଲଦାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ଗ୍ରାମରେ ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ମଧ୍ୟ ଜଣାପଡିଛି ତେବେ ଆଜି ସଇଁନ୍ତଲା ତହସିଲଦାର ଯୁଗେଶ୍ୱର ଧରୁଆ, ଆରଆଇ ମେଘନାଦ ଦୀପ, ମେଣ୍ଟୁ ନନ୍ଦ ସମେତ ତହସିଲ କର୍ମଚାରୀ
Read More...

ବିଦ୍ୟୁତ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିଦ୍ୟୁତ ବିଭାଗ ଗ୍ରୀଡ଼ ସବଷ୍ଟେସନ ପରିସରରେ ଆଜି ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଏସଡିଓ ପୁରନ୍ଦର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ଜେଇ ମନୋଜ କୁମାର ମେହେର, ଅମରେଶ କନ୍ଧ, ବରିଷ୍ଠ ସାମ୍ବାଦିକ
Read More...

ଆସନ୍ତା ୨ ଓ ୩ ତାରିଖରେ ଜିଲ୍ଲାରେ ୧୮ରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ୫୪ଟି କେନ୍ଦ୍ରରେ ଟୀକାକରଣ

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୦୨/୦୮/୨୧ ଓ ତା୦୩/୦୮/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : କାଠ ପୋଲ ନିର୍ମାଣ ଘଟଣା, ମନ୍ତ୍ରୀଙ୍କ ସହିତ ବିଭାଗୀୟ ଅଧିକାରୀ ପହଞ୍ଚିଲେ…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ମହୁଳପଡ଼ା ପଞ୍ଚାୟତର କୁଟୁରାକେନ୍ଦ ଗ୍ରାମରେ ପ୍ରଶାସନ ପାଖରୁ ନିରାଶ ହୋଇ ଗ୍ରାମବାସୀ ଶ୍ରମଦାନ କରି ନିର୍ମାଣ କରିଛନ୍ତି ଏକ କାଠ ପୋଲ । ଏହି ଖବର 'କୋଶଳ ପ୍ରବାହ' ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହେବା ପରେ ଆଜି ଟିଟିଲାଗଡ଼ ବିଧାୟିକା
Read More...

ଆପାଚି ଗ୍ୟାଙ୍ଗ ପୁଣି ଥରେ ମାତିଲେ : ଲୁଟି ନେଲେ ୨ ଲକ୍ଷ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଟିଟିଲାଗଡ ସହରରେ ବଢ଼ିବାକୁ ଲାଗିଛି ଲୁଟ୍‌ ଓ ରାହାଜାନୀ । ଦିନ ଦ୍ବିପହରରେ ଲୁଟି ନେଉଛନ୍ତି ଲୁଟେରା ଓ ପୋଲିସ ଆଖିରେ ଧୂଳି ଦେଇ ଫେରାର ମାରୁଛନ୍ତି । ଗତ ଚାରି ଦିନ ମଧ୍ୟରେ ଆଜି ଦ୍ଵିତୀୟ ଥର ଲୁଟ୍‌ ହୋଇଛି ଟିଟିଲାଗଡ ସହରରେ । ଆଜି ଠିକାଦାରପଡ଼ା
Read More...

ଆଜି ପାଟଣାଗଡରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୨

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ପାଟଣାଗଡରେ କରୋନା ଆକ୍ରାନ୍ତଙ୍କ ସ୍ୟାଂ ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ପାଟଣାଗଡ ଏନ୍‌ଏସି ୱାର୍ଡ ନଂ.୯ରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Read More...

ତ୍ରିବେଣୀ ସଂଗମରେ ଅସ୍ଥି ବିସର୍ଜନ ପାଇଁ ଯୋଗାଯୋଗ କରନ୍ତୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର, ସୋନପୁର ଏବଂ ନୂଆପଡା ଜିଲ୍ଲାର ଜନସାଧାରଣଙ୍କ ଅବଗତି ନିମନ୍ତେ ଅନୁରୋଧ କରାଯାଉଛି ଯେ, ଇଚ୍ଛୁକ ବ୍ୟକ୍ତିମାନେ ନିଜର ପରିଜନମାନଙ୍କର ଅସ୍ଥି ନିମ୍ନ ଲିଖିତ ବ୍ୟକ୍ତିମାନଙ୍କ ସହିତ ଫୋନରେ ଯୋଗାଯୋଗ କରି ବଲାଙ୍ଗିର ପୃଥ୍ୱୀରାଜ ଗୋଶାଳାଠାରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡା ବ୍ଲକ ବେଲପଡା ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ସିକୁଆଁ ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସି ୱାର୍ଡ
Read More...

ଛାତ୍ରନେତା ସୁମନ ନନ୍ଦ ହେଲେ ନୂଆଁପଡା ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଛାତ୍ର ଜନତା ଦଳର ସୁମନ ନନ୍ଦ ରାଜ୍ୟ ସଂପାଦକ ପଦରେ ଥାଇ ରାଜେନ୍ଦ୍ର ୟୁନିଭର୍‌ସିଟି ଓ ଏଠାରେ ଅଧ୍ୟୟନରତ ବାଳକ ବାଳିକାମାନଙ୍କ ବିଭିନ୍ନ ସମସ୍ୟା ଉପରେ କଲେଜ ଓ ଜିଲ୍ଲା କତ୍‌ର୍ତ୍ତୁପକ୍ଷଙ୍କ ଦୃଷ୍ଟିକୁ ଆଣି ସମସ୍ୟାର ସମାଧାନ କରି ଆସୁଥିବା ଦଳ ଓ
Read More...