Monthly Archives

July 2021

ଅଗଷ୍ଟ ମାସ ପାଇଁ ଜାରି ହେଲା ନୂତନ ଗାଇଡ୍‌ ଲାଇନ୍‌ : କଟକଣାରେ ସାମାନ୍ୟ କୋହଳ

ଭୁବନେଶ୍ୱର, କଟକ ଏବଂ ପୁରୀ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ସମଗ୍ର ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ନୂତନ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ତେବେ ରାଜ୍ୟରେ କରୋନା ସ୍ଥିତିକୁ
Read More...

ନିଯୁକ୍ତି କ୍ଷେତ୍ରରେ ବଡ ଦୁର୍ନୀତି ସାମନାକୁ ଆସିଛି, ରାଜ୍ୟ ସରକାର ତୁରନ୍ତ ଏହାର ପର୍ଦ୍ଦାଫାସ କରନ୍ତୁ : ଏବିଭିପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୌଣସି କାରଣରୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଥିଲା । ଏହି ଚଢଉରେ ଅନ୍ୟନ୍ୟ କାଗଜ ପତ୍ର, କୋଟି କୋଟି ଟଙ୍କାର ସୁନା ଗହଣା ବରାମତ ହେବା ସହ ଚାକାରୀ ଆଶାୟୀଙ୍କ ଏଡମିଟ କାର୍ଡ ଓ ଅନ୍ୟାନ୍ୟ କାଗଜ
Read More...

ଆମେ ସବୁ ଗୁରୁଜୀ ଗୁରୁମା’ ମାନେ ଓ ଆମର ଅନ୍ ଲାଇନ୍ ପାଠପଢା

ମୃଗାକ୍ଷୀ ପଣ୍ଡା ପ୍ରାୟ ଦଶ ବାର ଜଣ ଗୁରୁଜୀ ଗୁରୁମା'କୁ ପଚାରିଲା ପରେ ଆଜି ସାହାସ କରୁଛି ନିଜର ପାଠପଢା ଅନୁଭୂତିକୁ ଆପଣ ମାନଙ୍କ ସାଂଗରେ ବାଣ୍ଟିବା ପାଇଁ । ଯଦି ଏଇ ଅନୁଭବ ପାଇ ନ ଥାଆନ୍ତି, ତେବେ କାନମୁଣ୍ଡ ଆଉଁସି ଚୁପ୍ ରହି ଥାଆନ୍ତି । ଦେଖିଲି ପ୍ରାୟତଃ … ନାଇଁ ନାଇଁ ପ୍ରାୟତଃ
Read More...

ଅଜଣା ରୋଗରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ପ୍ରଶ୍ନଙ୍କୁ ଉତ୍ତର ଦେବ କିଏ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ମାଗଣାରେ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରୁଥିବା କହୁଛନ୍ତି ହେଲେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମତଲା ପଞ୍ଚାୟତ ସ୍ଥିତ
Read More...

ବଲାଙ୍ଗିର ନଗରପାଳିକା ସଫେଇ କର୍ମଚାରୀ(ସ୍ୱାସ୍ଥ୍ୟ)ଙ୍କ ପାଇଁ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ବଲାଙ୍ଗିର ଉଭୟ ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କନ୍ଧପକ୍ଷଲି ସ୍ୱାସ୍ଥ୍ୟ କେନ୍ଦ୍ରର ସହାୟତା କ୍ରମେ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ମେଗା ସ୍ୱାସ୍ଥ୍ୟ
Read More...

ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ କିଡନୀ ରୋଗାକ୍ରାନ୍ତ ବୃଦ୍ଧ

ଆଗଲପୁର, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ଝରଣିପାଲି ପଞ୍ଚାୟତର ଝରଣୀପାଲି ଗାଁ ବାସିନ୍ଦା ବିରଞ୍ଚି ସାହୁ (୬୫) ଗତ ପାଞ୍ଚ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଘରେ ଥାଇ ଚିକିତ୍ସାଧୀନ ଅଛନ୍ତି । ତେବେ ପରିଣତ ବୟସରେ ଭତ୍ତା ପାଇବା ପାଇଁ ପଞ୍ଚାୟତ ତଥା ବ୍ଲକ
Read More...

ଖୁଟୁଲୁମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ପଣ୍ଡା ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ପଣ୍ଡା ତୁରେକେଲା ବ୍ଳକ ଅନ୍ତର୍ଗତ କନ୍ଦାଗାଡ, ମହୁଲପାଟି, ସର୍ଗୁଲ
Read More...

ମୌଳିକ ସୁବିଧାରୁ ବଞ୍ଚିତ ଭିର୍କାପଡା ଗ୍ରାମବାସୀ : ସରକାରଙ୍କ ଦୃଷ୍ଟି ପଡିବ କେବେ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ଗ୍ରାମ ମୌଳିକ ସୁବିଧାରୁ ବଂଚିତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଉଦାହରଣ ହେଉଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟ
Read More...

ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଦୀପା : ବର୍ଷାରେ ଭିଜୁଛି ସଇଁନ୍ତଲା ବିଇଓଙ୍କ କାର୍ଯ୍ୟାଳୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସବୁବେଳେ ଲୋକଙ୍କ ଦୁଃଖରେ ସୁଖରେ ସାହାଯ୍ୟ ସହଯୋଗ କରି ଆସୁଥିବା ଜଣେ ମହିଳା ବରଗଡ଼ ଜିଲ୍ଲା ମାଟି ପାଇଁ ଅନେକ ଗର୍ବ ସାଉଁଟି ପାରିଛନ୍ତି । ସେ ହେଉଛନ୍ତି ଦୀପା ବାରିକ । ଅନେକ ଲୋକଙ୍କ ସମସ୍ୟାକୁ ଟୁଇଟ୍‌ ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି ଓ ଏଥିରେ
Read More...

ବର୍ଷାରେ ଭିଜୁଛି ସଇଁନ୍ତଲା ବିଇଓ କାର୍ଯ୍ୟାଳୟ : ମନ୍ତ୍ରୀ ଟୁକୁନିଙ୍କୁ ଚିଠି ଲେଖିଲେ ବିଇଓ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସାଙ୍ଗଙ୍କୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ର ପାଇଁ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିକ୍ଷା
Read More...