pakka

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ଅନ୍ନପୂର୍ଣ୍ଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ଅନ୍ନପୂର୍ଣ୍ଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାୟ ୪୦୦ ଜଣ ବ୍ୟକ୍ତି ଏହି କର୍ଯ୍ୟକ୍ରମରୁ ଉପକୃତ ହୋଇଥିବା କୁହାଯାଇଛି । ସଞ୍ଜୟ ଅଗ୍ରୱାଲ ତାଙ୍କ ଜନ୍ମଦିନ ପାଳନ ଅବସରରେ ଏହି କାର୍ଯ୍ୟକ୍ରମରେ ଅନୁଦାନ ପ୍ରଦାନ କରିଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ, ଟାଙ୍ଗିଆ ଜାମ୍‌ ଅଧ୍ୟକ୍ଷ ଗୋପାଳ ହୋତା ପ୍ରମୁଖ ଯୋଗଦାନ କରି ସହଯୋଗ ଫାଉଣ୍ଡେସନ୍‌ର ଜନହିତକର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସହଯୋଗ ଫାଉଣ୍ଡେସନ୍‌ ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

jay balangir
Leave A Reply

Your email address will not be published.

one + six =