Daily Archives

ସୁବର୍ଣ୍ଣାଶ୍ରୀ ପାଳନ କଲା ବିଶ୍ୱ ସେରିବ୍ରାଲ ପାଲସି ଡେ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଏସ୍‌ଏମ୍‌ଇ ବିଭାଗ, ରେଡକ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓର୍‌ମାସ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗର ପୂର୍ଣ୍ଣ ସହଯୋଗରେ ଜିଲ୍ଲାର ଅଗ୍ରଣୀ
Read More...

ପରମ୍ପରା ଓ ବୀରତ୍ଵର ନିଆରା ପର୍ବ ‘ଲାଖମରା’

ରାୟଗଡ଼ା : ରାଜ ରାଜୁଡ଼ା ଶାସନ ଚାଲିଗଲାଣି କିନ୍ତୁ ଏବେ ମଧ୍ୟ କିଛି ଅଞ୍ଚଳରେ ସେହି ସମୟର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ସେଠିକାର ଅଧିବାସୀ । ସେହି ସମୟର କିଛି ପାରମ୍ପରିକ କ୍ରୀଡା, ନୃତ୍ୟ ଏବେ ମଧ୍ୟ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଦଶହରା ବାସୀ ଦିନ ପାଳନ କରାଯାଏ 'ଲାଖମରା' ପର୍ବ
Read More...

ପୁଣି ଥରେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୁଣି ଥରେ ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ଭଟଲି ବିଧାୟକ ସୁଶାନ୍ତ ସିଂ ମନୋନୀତ ହୋଇଛନ୍ତି । ତେବେ
Read More...

ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚାମ୍ପିୟନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ୍‌ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚାମ୍ପିୟନସିପ୍‌ ପ୍ରତିଯୋଗିତାରେ ଭାଗ ନେଇ ୧୨ଟି ପଦକ ହାସଲ କରି
Read More...

ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଆନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ନବନିଯୁକ୍ତ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ବରିଷ୍ଠ ଶିକ୍ଷକ
Read More...

ଛନଛଡାରେ କ୍ଷତ୍ରୀୟ ସମାଜର ଖଣ୍ତାଯାତ୍ରା ଓ ଦଶହରା ପର୍ବ ପାଳିତ

ମନ୍ତ୍ରୀ ଟୁକୁନି ସାହୁ ଓ ସାଂସଦ ସୁଲତା ଦେଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡା ଗ୍ରାମ ଠାରେ ଛନଛଡା, ତୁଷ୍ଟାପାଲି ଓ ଗୁରମୁନି ଗ୍ରାମକୁ ନେଇ କ୍ଷତ୍ରୀୟ ସମାଜ ଆନୁକୂଲ୍ୟରେ ଖଣ୍ତାଯାତ୍ରା ଓ ଦଶହରା ପର୍ବ
Read More...

ବଲାଙ୍ଗିର ଦିନ୍‌ କମିଟିର ନାମ ଘୋଷଣା

ଅଙ୍କୁଶ ହେଲେ ଅଧ୍ୟକ୍ଷ ଓ ପ୍ରଶାନ୍ତ ହେଲେ ସଂପାଦକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ନଭେମ୍ବର ୧ରେ କମିଟି ମୁଖ୍ୟ ଉପଦେଷ୍ଟା ଡ. ଶ୍ରୀକର ମିଶ୍ର ନେତୃତ୍ୱରେ ଉପଦେଷ୍ଟା ମଣ୍ଡଳୀ ନେତୃତ୍ୱରେ କମିଟି ନାମ ଘୋଷିତ ହୋଇଯାଇଛି । ଉପଦେଷ୍ଟା ରତନ ମହାରଣା, ପ୍ରଭାକର ମିଶ୍ର,
Read More...

ବଲାଙ୍ଗିର ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘର ନୂତନ କର୍ମକର୍ତ୍ତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜେଆଇଟିଏମ୍‌ ପଛ ପଟ ଫାର୍ମ ହାଉସଠାରେ ବଲାଙ୍ଗିର ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଚେୟାରମେନ ବରୁଣ କୁମାର ହେର୍ଣ୍ଣା, ଭାଇସ ଚେୟାରମେନ ଅଶୋକ କୁମାର ସାହୁ, ସଭାପତି ପ୍ରେମଜିତ କୁମାର, ଉପ-ସଭାପତି ଅନନ୍ତ
Read More...

ସଇଁତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡି ସମ୍ପର୍ଣ୍ଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡି ମହାଆଡ଼ମ୍ବର ସହ ସମ୍ପର୍ଣ୍ଣ ହୋଇଯାଇଛି । ଏହି ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡିକୁ ୨୪ ବର୍ଷରେ ପଦାର୍ପଣ କରିଛି । ଏହି ପୂଜା
Read More...

ବରିଷ୍ଠ ନାଗରିକ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ସଭା ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ସ୍ଥିତ ସେଣ୍ଡେନାରୀ ହଲରେ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଓ ଓଟିଭି ପଶ୍ଚିମ
Read More...