Daily Archives

ଓଡିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କଲେ ବଲାଙ୍ଗିରର ପୁର୍ବତନ ସାସଂଦ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବଲାଙ୍ଗିରର ପୁର୍ବତନ ସାସଂଦ ତଥା ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ । ଆଜି ସେ ବିଧିବଦ୍ଧ ଭାବରେ ସେ ଏହି ଦାୟିତ୍ୱକୁ ଗ୍ରହଣ କରିବା
Read More...

ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ମହିଳାଙ୍କୁ ହଇରାଣ କରୁଥିଲେ ଯୁବକ : ବାନ୍ଧିଲା ସାଇବର ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଜଣେ ମହିଳାଙ୍କୁ ଜଣେ ଯୁବକ ହଇରାଣ କରୁଥିବା ବେଳେ ଆଜି ସଂପୃକ୍ତ ଯୁବକ ଜଣକୁ ବଲାଙ୍ଗିର ସାଇବର ପୋଲିସ ଗିରଫ କରିଥିବା ନେଇ ଏସ୍‌ପି ନିତିନ କୂଶଲକର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସଂପୃକ୍ତ ଯୁବକ ଜଣକ ନକଲି ଫେସ୍‌ବୁକ
Read More...

ଶିଶୁ ଚାଲାଣ ଉପରେ ଦାୟିତ୍ୱ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଓ ଛିନ୍ଦେଇକେଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏଡ଼୍‌ ଏଟ୍‌ ଆକ୍ସନ, ୟୁନିସେଫ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଓଡିଶା ସରକାର ଓ ବରଗଡ଼ ପୋଲିସର ମିଳିତ ସହଯୋଗରେ ଶିଶୁ ଚାଲାଣ ଉପରେ ଦାୟିତ୍ୱ ଗୋଷ୍ଠୀଙ୍କ ସଚେତନତା ପ୍ରଶିକ୍ଷଣ
Read More...

ବୃନ୍ଦାବନ ବରାଳଙ୍କ ପରଲୋକରେ ନାଗରିକ କମିଟିର ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ରାଜସ୍ୱ ବିଭାଗର ଅଧିକାରୀ ବୃନ୍ଦାବନ ବରାଳ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ହୃଦ୍‌ଘାତ ରୋଗରେ ପୀଡିତ ହୋଇଥିଲେ । ସ୍ଥାନୀୟ ଭୀମଭୋଇ ହସପିଟାଲକୁ ନେବା ସମୟରେ ସନ୍ଧ୍ୟା
Read More...

ଜଳିଗଲା ବଡପଣ୍ତା ବସ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଠାରେ ରହୁଥିବାର ବଡ଼ପଣ୍ଡା ବସ୍‌ର ମାଲିକ ଶରତ ବଡ଼ପଣ୍ଡାଙ୍କ ଘର ସାମ୍ନାରେ ଥିବା ଗୋଟିଏ ବସ୍‌କୁ ଅସାମାଜିକ ଲୋକେ ନିଆଁ ଲଗାଇ ଜାଳି ଦେଇଥିବା ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଘର ସମ୍ମୁଖରେ ଥିବା ବସ୍‌ ଜଳୁଥିବା ଅନ୍ୟ
Read More...

ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଯାପିତ : ୧୭ ଜଣ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରକୁ ମନୋନୀତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡ଼କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟ ପରିସର ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୨ କାର୍ଯ୍ୟକ୍ରମ ମହାସମାରୋହ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ
Read More...

ବଲାଙ୍ଗିର ଦିନ୍‌ର ୨୦୨୨ ନୂତନ ଲଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ବ୍ୟାପୀ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବରେ ବଲାଙ୍ଗିର ଦିନ ଆୟୋଜନ କମିଟି ସାମିଲ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ, ବୀରପୁରୁଷ ଓ ବରପୁତ୍ରମାନଙ୍କ
Read More...

ବଲାଙ୍ଗିର କରଣ ସମାଜର ସାଧାରଣ ଅଧିବେଶନ ଓ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଚିତ୍ରଗୁପ୍ତଙ୍କ ବାର୍ଷିକ ପୂଜା ଏବଂ କରଣ ସମାଜର ସାଧାରଣ ଅଧିବେଶନ ତଥା ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ଚିତ୍ରଗୁପ୍ତ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଚିତ୍ରଗୁପ୍ତଙ୍କ ପୂଜାରେ ବରିଷ୍ଠ
Read More...

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ-କଶ୍ମୀର କୁଲଗାମ ଜିଲ୍ଲା କୌସରନାଗ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆତଙ୍କବାଦୀଙ୍କ
Read More...

କଟାବାହାଲରେ ସୁରଭି-୨୦୨୨ କାର୍ଯ୍ୟକ୍ରମ ସମାପନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ କ୍ଲଷ୍ଟରର ସୁରଭି-୨୦୨୨ ଆନୁଷ୍ଠାନିକ ଭାବେ ସଂପନ୍ନ ହୋଇଯାଇଛି । ନେତାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ବଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ
Read More...