Daily Archives

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଫର୍ମାସୀ ବିଭାଗର ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଫର୍ମାସୀ ବିଭାଗର ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କ ଉଦେ୍‌ଦ୍ଦଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମଟିରେ ପ୍ରଥମେ ଅନୁଷ୍ଠାନର ଆଞ୍ଚଳିକ
Read More...

ପଲସାଗୋରାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ସଭା 

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପଲସାଗୋରାଠାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଏବଂ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ କଣ୍ଟାମାଳ ବ୍ଲକର ବିଭିନ୍ନ ପୁରପଲ୍ଲୀରୁ ବହୁ ସଂଖ୍ୟକ ଦଳିୟ କର୍ମୀ ଏବଂ ସମର୍ଥକ ଯୋଗ ଦେଇଥିଲେ ।
Read More...

ଲିଓ କ୍ଲବର ୬ତମ ସ୍ଥାପନା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପ୍ରତି ସମାଜରେ ଅନୁଷ୍ଠାନ ଗୁଡ଼ିକ ହିଁ ଅନେକ ସାମାଜିକ କାର୍ଯ୍ୟକଳାପ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି । ଏଇ କ୍ରମରେ ଲିଓ କ୍ଲବ ଏକ ଅଗ୍ରଣୀ ଓ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଜି ବଳାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ
Read More...

ଆୟୁର୍ବେଦିକ କଲେଜରେ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁର୍ବେଦିକ କଲେଜରେ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ସେ କଲେଜ ପରିସର ପରିଦର୍ଶନ କରିଥିଲେ ।
Read More...

ରୋଟି ଫାଉଣ୍ଡେସନ ତରଫରୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୋଟି ଫାଉଣ୍ଡେସନ ତରଫରୁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଖାଦ୍ୟ ବଣ୍ଟନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଖାଦ୍ୟ ବଣ୍ଟନ କରିଥିଲେ ।
Read More...

ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ବଲାଙ୍ଗିର ଜିଲ୍ଲାର ନୂତନ କର୍ମକର୍ତ୍ତା ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ନୂତନ ପେନସନ୍‌ଭୁକ୍ତ ବଲାଙ୍ଗିର ଜିଲ୍ଲା ଶାଖାର ସାଂଗଠନିକ ବୈଠକ ଜିଲ୍ଲା ସଭାପତି ହେମନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘ ନେତୃତ୍ୱରେ ପୁରୁଣା ପେନସନ୍‌ ଯୋଜନା ତଥା କଣ୍ଟ୍ରାଚ୍ୟୁଆଲ ପିରିଅଡକୁ
Read More...

ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

ମୟଙ୍କ ଓ ତନ୍‌ଭୀଙ୍କୁ ଦ୍ୱିମୁକୁଟ୧୫ବର୍ଷ ଯୁଗଳରେ ଶ୍ରୀୟାଂସ, ଶୁଭକେତନ ଓ ୧୭ବର୍ଷ ଯୁଗଳରେ ଅର୍ପିତ, ସ୍ୱରାମ ଚମ୍ପିଆନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମଠାରେ ଅନୁଷ୍ଠିତ ରାଜ୍ୟ ସବ ଜୁନିଅର ବ୍ୟଡମିଣ୍ଟନ ପ୍ରତିଯୋଗିତା ଆଜି
Read More...

ଅମୃତ ମହୋତ୍ସବରେ ବଲାଙ୍ଗିରର ବରପୁତ୍ରଙ୍କୁ ଅମୃତ ସମ୍ମାନ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପତିତପାବନ ଏକାଡେମୀ ସଭାକକ୍ଷରେ ପଣ୍ଡିତ ଗଦାଧର ସ୍ମୃତି ସମିତି ଓ ପୂଜ୍ୟପୂଜା ସେବା ସଂଗଠନର ମିଳିତ ଉଦ୍ୟମରେ ସଭାପତି କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅମୃତ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ
Read More...

ବନ ବିଭାଗ ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନଖଣ୍ଡର ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ କାର୍ଯ୍ୟରତ ୭୨ ଜଣ ପାରା ଫରେଷ୍ଟ ସ୍କ୍ୱାଡ଼ ସଦସ୍ୟ ଓ ୨୮ ଜଣ ଡାଟାଏଣ୍ଟ୍ରି ଅପରେଟର ଯୋଗ ଦେଇଥିଲେ । ଏହି ବୈଠକର
Read More...

୨୯ ତାରିଖରେ ୩ ଦଫା ଦାବୀ ନେଇ ଗର୍ଜିବେ ବୋଲି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ଓଡିଶା ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ହୋଇଥିବା ବେଳେ ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକମାନେ ୨୯ ତାରିଖ ଦିନ ୩ ଦଫା ଦାବୀ ଯଥା ୨୦୦୧ଠାରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷା ସହାୟକ, ଗଣ
Read More...