Daily Archives

ଦୈନିକ ଖବର କାଗଜ ‘ସମାଜ’ର ସ୍ୱନକ୍ଷତ୍ର ଦିବସ ପାଳନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସମାଜ ପାଠକ ମଂଚ ଟିଟିଲାଗଡ ପକ୍ଷରୁ ସମାଜ ଦୈନିକ ଖବର କାଗଜର ୧୦୩ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଜଲାରାମ ଲଜ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ବରିଷ୍ଟ ଲେଖକ ତଥା ମଂଚର ଉପ ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟାଙ୍କ ସଭାପତିତ୍ୱରେ ଏବଂ ସଂପାଦକ ଦିଲ୍ଲୀପ କୁମାର
Read More...

ପୁରୀରେ ଆରମ୍ଭ ହେଲା ଦେଶର ଦ୍ୱିତୀୟ ବେଦ ବିଦ୍ୟାଳୟ

ପୁରୀ : ପୁରୀରେ ଲୋକାର୍ପିତ ହୋଇଛି ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ । ନୂତନ ଶିକ୍ଷାନୀତି ଆଧାରରେ ପୁରୀରେ ଜଗନ୍ନାଥଙ୍କ ନାମରେ ନାମିତ ଏହି ବେଦ ବିଦ୍ୟାଳୟକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ସଦାଶିବ
Read More...

ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ, (କେପିଏନ୍‌ଏସ୍‌) : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୧୪/୨୨ରେ ମାମଲା ରୁଜୁ କରି ମହିଳାଙ୍କ ସ୍ୱାମୀ ସୁବ୍ରତ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି
Read More...

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ କଅଁଳଖୁଣ୍ଟା ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି । ସେ ହେଲେ ବିବେକ କୁମାର ଖୁଣ୍ଟିଆ(୪୭) । ସୂଚନା ଅନୁସାରେ ବିବେକ ମଙ୍ଗଳବାର ପୂର୍ବାହ୍ନରେ ଧାନଜମିରେ ଘାଇ ବାନ୍ଧିବାକୁ ଯାଇଥିବା ବେଳେ ବଜ୍ରପାତରେ
Read More...

ବ୍ରାଉନସୁଗାର ଜବତ : ୩ ଗିରଫ

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ. ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୦ ହଜାର ଟଙ୍କାର ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି । ଏନେଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌ : ୧ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦୁର୍ଗାପ୍ରସାଦ ମୁଖ୍ୟ ରାସ୍ତାର ବୁଦୁଲି ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଏକ ବାଇକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ମୁଜାଗଡ଼ର ଭଞ୍ଜ ସେଠୀ (୩୫) । ଭଞ୍ଜ ଅପରାହ୍ନରେ ନିଜ ବାଇକ ଯୋଗେ ଗ୍ରାମରୁ
Read More...

ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଇପିୟୁ ପ୍ରାର୍ଥୀ ଭାବେ ମନୋନୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ (ଆଇପିୟୁ)ରେ ଭାରତର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୧୭୮ ଦେଶକୁ ନେଇ ଗଠିତ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନର ୧୫ ଜଣିଆ ଟିମରେ ଗୋଟିଏ ପଦ ଖାଲି ରହିଛି ।
Read More...

ନୋବେଲ ପୁରସ୍କାର ପାଇବେ ୩ ପଦାର୍ଥ ବିଜ୍ଞାନୀ

ନୂଆଦିଲ୍ଲୀ : ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ ପୁରସ୍କାର । ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ୩ ଜଣ ବିଜ୍ଞାନୀ ହେଲେ ଆଲେନ୍ ଆସ୍‌ପେକ୍ଟ, ଜନ୍ କ୍ଲଜର୍‌, ଆଣ୍ଟନ ଜେଲିଙ୍ଗର ।
Read More...

ଟ୍ରକ୍‌ ଓ ଅଟୋରିକ୍ସା ମଧ୍ୟରେ ଧକ୍କା : ୭ ମୃତ

ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ବଡୋଦରା : ଗୁଜରାଟର ବଦୋଦରାଠାରେ ବାୟୁସେନା ଷ୍ଟେସନ ଦାର୍ଜିପୁରା ନିକଟରେ ଏକ ଅଟୋରିକ୍ସା ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି ଫଳରେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ
Read More...

ପଞ୍ଚଭୂତରେ ଲୀନ ହେଲା ବିଜୟଙ୍କ ପାର୍ଥିବ ଶରୀର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨ ତାରିଖ ରାତିରେ ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ପଦ୍ମପୁରର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ହୋଇଥିଲା । ୩ ତାରିଖ ଅପରାହ୍ନରେ ତାଙ୍କର ମର ଶରୀର ପଦ୍ମପୁରକୁ ପହଞ୍ଚିଥିଲା । ରାସ୍ତାରେ ଦିବଂଙ୍ଗତ ରାଜନେତାଙ୍କୁ ବିଭିନ୍ନ ସ୍ଥାନରେ ଶେଷ
Read More...