Daily Archives

ଓଡିଶା ପ୍ରଶାସନିକ ସେବାରେ ସଇଁତଲାର ୨ ଜଣଙ୍କ ସଫଳତା, ସଇଁତଲା ଅଞ୍ଚଳରେ ଖୁସିର ଲହରୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଓଡିଶା ପ୍ରଶାସନିକ ସେବା (୨୦୨୦) ଓସିଏସର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସର୍ବମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ବେଳେ ୧୪୮ ଜଣ ଓଡ଼ିଆ ପାଇଛନ୍ତି । ତନ୍ମ ମଧ୍ୟରୁ ସଇଁତଲା ସହରର ଝିଅ ଐଶ୍ୱର୍ଯ୍ୟା ପୃଷେଠ୍ ମଧ୍ୟ ୫୭ ର‍୍ୟାଙ୍କରେ ରହି
Read More...

ରାଉରକେଲାର ସ୍ୱପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭାର ପ୍ରଥମ ରନର୍ସଅପ ଟାଇଟଲ

ରାଉରକେଲା, (ସସ୍ମିତା ପଧାନ) : ରାଉରକେଲା ସହରର ଗର୍ବ ଓ ଗୌରବ ସ୍ୱପ୍ନା ଭାରତୀ ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି କେବଳ ରାଉରକେଲା ନୁହେଁ ସାରା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହାର ଆୟୋଜକ ଥିଲେ ମିସ ଏବଂ ମିସେସ ଇଣ୍ଡିଆ ଡିଭା । ଏହା
Read More...

ଟିକ୍ରାପଡା ଓ ଛନଛଡାରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଛନଛଡା ଓ ଟିକ୍ରାପଡା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ଲିଙ୍ଗରାଜ ବେହେରା ତାଙ୍କ ଧର୍ମପତ୍ନୀ ଡୋଳେଶ୍ୱରୀ ବେହେରା ପୂଜା
Read More...

ଭରସୁଜା ଗ୍ରାମରେ ଛେଲିଆପାଟ ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଭରସୁଜା ଗ୍ରାମରେ ଛେଲିଆପାଟ ଯାତ୍ରା ବିପୁଳ ଜନ ସମାଗମରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଦଶହରା ମାସ ଚତୁର୍ଦ୍ଦଶୀ ତିଥିରେ ଏହି ଯାତ୍ରାଟି ଅନୁଷ୍ଠିତ ହୋଇଥାଏ । ଭରସୁଜା ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗତ ୨
Read More...

ଦୁର୍ଗାପୂଜାରେ ଶୋଭା ପାଇଲା ଯୁବ ବାଲୁକା ଶିଳ୍ପୀଙ୍କ ଦେବୀ ପ୍ରତିମା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଠାରେ ଦୁର୍ଗାପୂଜା ଅବସରରେ ଅତାବିରା ଗ୍ରାମର ଯୁବ ବାଲୁକା ଶିଳ୍ପୀ କିରଣ ପ୍ରଧାନଙ୍କ ପ୍ରଥମ ବାଲୁକା କଳା ପ୍ରଦର୍ଶନ ହୋଇଯାଇଛି । ଦେବୀ ଦୁର୍ଗାଙ୍କ ମୁଖକୁ ଖୁବ୍ ସୁନ୍ଦର ଭାବରେ ବାଲିରେ ତିଆରି କରି ସେ ଉପସ୍ଥିତ ଦର୍ଶକଙ୍କ ଖୁବ୍ ପ୍ରଶଂସା
Read More...

ବନ୍ୟପ୍ରାଣୀ ଓ ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା, ପୁନଃରୁଦ୍ଧାର ଓ ଅଭିବୃଦ୍ଧି ପରିବେଶ ସନ୍ତୁଳନର ମୂଳମନ୍ତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ 'ଜିବେଦୟା'ର ବାର୍ତ୍ତା ପ୍ରଚାର କରି ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରଚାର ଚଳାଇଛନ୍ତି ବୋଳକଣା ଗ୍ରାମର ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ । ଏହି ଅବସରରେ
Read More...

ପୁରୁଣା ପେନ୍‌ସନ୍‌ ଦାବୀ ନେଇ ଅକ୍ଟୋବର ୧୫ରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଆଜି ଆର୍ଯ୍ୟ ମନ୍ଦିର ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ସମସ୍ତ ସଂଘର ସଦସ୍ୟ / ସଦସ୍ୟା ସରକାରଙ୍କ ନୂତନ ପେନ୍‌ସନ୍‌ ଯୋଜନାକୁ ବିରୋଧ କରିବା ସହିତ ବିଭିନ୍ନ ମତ ରଖିଥିଲେ ।
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ କଳା ପରିଷଦ ମିଳିତ ଉଦ୍ୟମରେ ନୃସିଂହନାଥ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ବିନ୍ଧ୍ୟ ବାସିନୀ ଅତିଥି ଭବନ ପରିସରରେ ଶନିବାର ଜନ କଲ୍ୟାଣ ସେବା ଟ୍ରଷ୍ଟ ବରଗଡ ଆନୁକୁଲ୍ୟରେ ଓ ନୃସିଂହନାଥ କଳା ପରିଷଦ ସହଯୋଗରେ ନୂଆଖାଇଁ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ
Read More...

ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ରଣ୍ଡା ଛକ ନିକଟରେ ଏକ ଅଜଣା ଟ୍ରାକ୍ଟର ଗାଡି ଧକ୍କାରେ କୁରେଭନା ଗ୍ରାମର ଏକ ୩୦ ବର୍ଷ ବୟସ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଯୁବକ ଜଣକ କୌଣସି କାମରେ ରଣ୍ଡା ଗ୍ରାମକୁ ଆସିଥିବା ବେଳେ ଟ୍ରାକ୍ଟରଟି ଜୋରରେ ଧକ୍କା ଦେଇଥିଲା
Read More...

ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ପ୍ରଶାସନିକ ସେବା ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପିଲାଟି ଦିନରୁ ଜନ୍ମାନ୍ଧ ହୋଇ କେବେ ହାର ମାନି ନଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସତିଭଟା ଗ୍ରାମର ପିତା ପ୍ରାଧ୍ୟାପକ ରବିରଞ୍ଜନ ପ୍ରଧାନ ଓ ମାତା ଜୟନ୍ତୀ ପ୍ରଧାନଙ୍କ ପୁତ୍ର ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ଓଡ଼ିଶା ପ୍ରଶାସନିକ ସେବା
Read More...