Daily Archives

ରାତି ହେଲେ ଅନ୍ଧାରରେ ଦେଓଗାଁ ଏଟିଏମ୍ : ଲୋକେ ହଇରାଣ, ମୋବାଇଲ ଲାଇଟରେ ଟଙ୍କା ଉଠାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଏଟିଏମ୍ ଛକରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ୍ କାଉଣ୍ଟର ଭିତରର ବଲ ଜଳୁ ନଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥ କଡ଼ରେ ତଥା ବଲାଙ୍ଗିର ସଇଁତଳା ରାସ୍ତାରେ ଏହା ଏକମାତ୍ର ଏଟିଏମ୍ କାଉଣ୍ଟର ଥିବାରୁ ରାତିରେ ଏହି ରାସ୍ତାରେ ଯିବା ଆସିବା
Read More...

ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ବାଳକ ବିଭାଗରେ ବଲାଙ୍ଗିର ଓ ବଙ୍ଗୋମୁଣ୍ଡା ଓ ବାଳିକା ବିଭାଗରେ ସଇଁତଳା ଓ ମୁରିବାହଲ ବ୍ଲକ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ବାଳକ ବିଭାଗର ଫାଇନାଲ
Read More...

ମହିଳା କପା ଚାଷୀମାନଙ୍କୁ ନେଇ ଜୈବିକ ଚାଷ ତାଲିମ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡୁକଳା ଗ୍ରାମ ପଂଚାୟତ ଗରଲାଉଡାର ଗ୍ରାମର ସମସ୍ତ ମହିଳା କପା ଚାଷୀମାନଙ୍କୁ ନେଇ ଜୈବିକ ଚାଷୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଶା ସଂସ୍ଥାର ପ୍ରକଳ୍ପ ସଂଯୋଜକ ଡ. ବରୁଣ ସିଂହ ମୁଖ୍ୟ
Read More...

ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଠାରେ ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨କୁ ଉଦଘାଟନ କଲେ…

• ‘‘କୃଷି-ଷ୍ଟାର୍ଟଅପ୍ କନକ୍ଲେଭ୍ ଏବଂ କିଷାନ ସମ୍ମେଳନ’’ରେ ମହିଳା ଚାଷୀଙ୍କ ଅନଲାଇନ ଅଂଶଗ୍ରହଣ ସୁବିଧା ଯୋଗାଇ ଦେଲା ଆଇସିଏଆର ସିଆଇଡବ୍ଲୁଏ• ପ୍ରତିଷ୍ଠାନ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ଗ୍ରାମରୁ ପାଖାପାଖି ୨୫୦ ମହିଳା ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ନୂଆଦିଲ୍ଲୀ,
Read More...

୨୩ତମ ରାଜ୍ୟ କିକ୍‌ ବକ୍ସିଙ୍ଗ୍‌ରେ ବଲାଙ୍ଗିର ଜିଲ୍ଲାର ୧୭ଟି ପଦକ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ନେତାଜୀ ସ୍ପୋର୍ଟ୍ସ କ୍ଲବ ଠାରେ ୧୬/୧୦/୨୦୨୨ ରିଖ ଏକ ଦିବସୀୟ ୨୩ତମ ରାଜ୍ୟ କିକ୍‌ ବକ୍ସିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଦଳଗତ ଭାବେ
Read More...

ପ୍ରେମୀ ଯୁଗଳଙ୍କୁ ଥାନାରେ ବିବାହ କରାଇଲା ଦେଓଗାଁ ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ନା ଥିଲା ସାଙ୍ଗରେ ବରଯାତ୍ରୀ ଗାଡ଼ି ନା ବାଜୁଥିଲା ବେଣ୍ଡ ବାଜା । ହେଲେ ବିବାହ କରିବା ପାଇଁ ବର ଆସିଥିଲା । ଏପଟେ ବରକୁ ଅପେକ୍ଷା କରିଥିବା କନ୍ୟା ହାତରେ ନା ଲାଗିଥିଲା ମେହେନ୍ଦୀ ନା ହୋଇଥିଲା ବଧୁ ବେଶ । ଫୁଲ ମାଲ ଅଦଳବଦଳ କରାଯାଇ ଥାନାରେ ବିବାହ
Read More...

ବରଗଡ଼ ପୋଲିସ ପକ୍ଷରୁ ବୀରାଙ୍ଗନା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ମହିଳା ତଥା ନାରୀମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସଶକ୍ତ ଝିଅ ଓ ସଶକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ବୀରାଙ୍ଗନା କାର୍ଯ୍ୟକ୍ରମରେ ଆଜି ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କ ନେତୃତ୍ୱରେ
Read More...

ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ସମାପ୍ତ ଘୋଷଣାକୁ ହିନ୍ଦ୍‌ ମଜଦୁର ସଭାର ସ୍ୱାଗତ

ରାଜ୍ୟରେ କାର୍ଯ୍ୟରତ ଅଢେ଼ଇ ଲକ୍ଷ ଆଉଟସୋର୍ସିଂ କର୍ମଚାରୀଙ୍କୁ ଠିକାଦାରଙ୍କ କବଳରୁ ମୁକ୍ତ କରାଯାଉ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଅଧିନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିଥିବାରୁ ହିନ୍ଦ ମଜଦୁର ସଭାର ରାଜ୍ୟ
Read More...

ଷଡ଼ ବଂଶୀୟ ଗୋଁଡ଼ ସମାଜ ପକ୍ଷରୁ ସଚେତନତା ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଷଡ଼ ବଂଶୀୟ ଗୋଁଡ଼ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଲୋଇସିଂହା ସ୍ଥିତ ମାରୱାଡ଼ି ଧର୍ମଶାଳାରେ ସଂଘର ସଦସ୍ୟ ବିରବର ଧରୁଆଙ୍କ ସଭାପତିତ୍ୱରେ ଏକ ସାମାଜିକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମାଜର ପରମ୍ପରା,
Read More...

ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜ ରାଉରକେଲା ଶାଖା ଆନୁକୂଲ୍ୟରେ ଛେଣ୍ଡ ବସ୍ତି ସ୍ଥିତ ମାଦ୍ରିକାଲୋ ଭବନ ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶରତ ସାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ
Read More...