Daily Archives

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ ମେହେରଙ୍କ ନାଁରେ ବିଭାଗୀୟ ତଦନ୍ତ
Read More...

ଖୁଜେନପାଲି ଗାଁର ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୧.୯.୨୨ ରାତିରେ ଖୁଜେନପାଲି ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଗାଁର ସୁରେଶ ଭୁଏଙ୍କୁ ହତ୍ୟା କରି ତାଙ୍କ ଉପରେ କିଛି ବାଉଁଶ ଘୋଡାଇ ଦେଇଇ ତାଙ୍କୁ ଲୁଚାଇ ଦିଆଯାଇଥିଲା । ତେବେ ଏହି ଘଟଣାର ଖବର ପାଇ ବଲାଙ୍ଗିର ସଦର ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାକୁ
Read More...

ଟାଉନ ପୋଲିସ ଦ୍ୱାରା ନିଖୋଜ ହୋଇଥିବା ମୋବଇଲ ଫୋନ୍‌ ଉଦ୍ଧାର, ମାଲିକଙ୍କୁ ହସ୍ତାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଲାଙ୍ଗିର ସହରରେ ଚୋରି ଡକାୟତି ଭଳି ଅନେକ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି । ତେବେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସହର ସାରା ପିସିଆର୍‌ ଭେନ୍‌ ଘାଇଁ ଘାଇଁ ପଇଁତରା ମାରୁଥିବା ବେଳେ ସହରରେ ପେଟ୍ରୋଲିଂ ବ୍ୟବସ୍ଥାକୁ
Read More...

ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖାପାଖି ତିନିରୁ ଚାରିଟି ଜିଲ୍ଲାର ଲୋକେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ତେବେ ଏହି ଡାକ୍ତରଖାନାରେ ଅନେକ ପ୍ରକାରର ସମସ୍ୟା ରହିଛି ବୋଲି ଅଭିଯୋଗ ଆସିବା ପରେ ଅଭିଯୋଗକୁ ଭିତ୍ତି କରି ଆଜି ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି
Read More...

କୁମ୍ଭାର ଯୁବା ମଞ୍ଚ ଓଡିଶା ତରଫରୁ ଅସହାୟ ଝିଅକୁ ଟେଲର ମେସିନ ପ୍ରଦାନ

ଗୋଲାମୁଣ୍ଡା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାରହଳଦୀ ପଞ୍ଚାୟତ ଘୁଟିଆ ଗାଁର କାଞ୍ଚନ ରଣାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବହୁତ ସମସ୍ୟା ଦେଇ ଅତିବାହିତ କରୁଥିଲେ । ତାଙ୍କର ସ୍ତ୍ରୀ ଓ ୩ ଛୁଆ ଅନେକ ସମସ୍ୟା ଦେଇ ଜୀବନ ଯାପନ କରୁଥିଲେ । ତାଙ୍କର ବଡ ଝିଅ ଲବଣୀ
Read More...

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ବୈଠକ

ଜାନୁଆରୀରେ ହେବ ଶତବାର୍ଷିକୀ ସମାରୋହ ମ.ରାମପୁର, (ହେମନ୍ତ ସାହୁ) : ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦର ଏକ ବୈଠକ ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ
Read More...

ଅକ୍ଟୋବର ୧୭ ତାରିଖରେ ବେଲପଡା ବ୍ଲକ ଅନ୍ତର୍ଗତ ସିହିନୀ ଗ୍ରାମରେ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୮ ଘଟିକା ଠାରୁ ବେଲପଡା ବ୍ଲକ ଅନ୍ତର୍ଗତ ସିହିନୀ ଗ୍ରାମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ତରଫରୁ
Read More...

ଗୋପବନ୍ଧୁ ପାଠାଗାରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଛେଣ୍ଡ୍ କଲୋନୀର ଗୋପବନ୍ଧୁନଗର ସ୍ଥିତ ଗୋପବନ୍ଧୁ ପାଠାଗାର ଏବଂ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ସହଯୋଗରେ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳେ ପାଠାଗାର ସମ୍ମୁଖସ୍ଥ ଏବଂ ନଗର ଆରମ୍ଭରେ ଥିବା
Read More...

ଲକ୍ଷ୍ମୀ ପୂଜା ଉପଲକ୍ଷେ ଖେଚୁଡି ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ମହିଳାମାନଙ୍କ ଦ୍ୱାରା ଗଠିତ ଏକତା ଗୃପ ତରଫରୁ ଲକ୍ଷ୍ମୀ ପୂଜା ଉପଲକ୍ଷେ ଖେଚୁଡି ବଣ୍ଟନ କରାଯାଇଛି । ଝିରପାଣି ସାଇନିଂ କ୍ଲବ ଠାରେ ଏକତା ଗୃପର ସଭାପତି ବସୁମତୀ ମହାନ୍ତି ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାର ନେତୃତ୍ୱରେ ଆୟୋଜିତ ଏହି
Read More...

ଡୁମ୍ବେରବାହାଲ ବ୍ରିଜରେ ବିରାଟ ଗର୍ତ୍ତ ସୃଷ୍ଟି : ଗମନାଗମନ ପ୍ରତି ଘୋର ବିପଦ ଓ ଜୀବନହାନୀ ଆଶଙ୍କା, ପ୍ରଶାସନ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ରାଜ୍ୟର ଗ୍ରାମାଞ୍ଚଳରେ ରାସ୍ତା ଓ ଗମନାଗମନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନେଉଥିବା ଓ ଏ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଘୋଷଣା କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ପ୍ରହସନରେ ପରିଣତ ହୋଇଛି ବୋଲି ମତ ପ୍ରକାଶ ପାଇଛି । ବରଗଡ଼
Read More...