Daily Archives

ଜିଲ୍ଲାରେ ମିଶନ ‘ଉଦ୍ଧାର’ ଅଧୀନରେ ଏପର୍ଯ୍ୟନ୍ତ ୨୨୪ ଜଣ ଦାଦନଙ୍କୁ ଉଦ୍ଧାର କରାଯାଇଥିବା ନେଇ ଏସ୍ପିଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଦାଦାନ ଚାଲାଣ ବଢିବାରେ ଲାଗିଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ବିଭିନ୍ନ ସ୍ଥାନରେ ଚଢାଉ କରି ଦାଦନ ସର୍ଦ୍ଦାର ସହ ଦାଦାନ ମାନଙ୍କୁ ମଧ୍ୟ ଉଦ୍ଧାର କରୁଥିବା ବେଳେ ଏପର୍ଯ୍ୟନ୍ତ ଜିଲ୍ଲାରେ ମିଶନ 'ଉଦ୍ଧାର' ଅଧୀନରେ ୨୨୪ ଜଣ
Read More...

ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଉଚ୍ଛ ଶବ୍ଦ କରୁଥିବା ହର୍ଣ୍ଣ ଯୋଗୁଁ ୩ ଟି ଭାରି ଯାନକୁ ଅଟକ ରଖିଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଆଗ ଅପେକ୍ଷା ଏବେ ଜନସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଦୁର୍ଘଟଣା ଘଟୁଥିବା ଖବର ମଧ୍ୟ ନିତିଦନି ଦେଖିବାକୁ ମିଳିଛି । ଏହାର ମୁଖ୍ୟ କାରଣ ହେଉଛି ବେପାରୁଆ ଗାଡି ଚଲାଇବା ସହ ଗାଡିଗୁଡିକରେ ଉଚ୍ଛ ଶବ୍ଦ ହର୍ଣ୍ଣ ଲଗାଇଥିବା । ତେବେ ଏଥିପ୍ରତି ରାଜ୍ୟ ସରକାର
Read More...

ସରମୁହାଣ ଠାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ଥିତ ବେଲପଡାର ସରମୁହାଣ ଠାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଥିବା ନେଇ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଏହି ବୈଠକ ଟି ଅନୈତିକ ଭାବେର ଜିଲ୍ଲାରେ ହଉଥିବା ମାନବ ଚାଲାଣକୁ ରୋକିବା ପାଇଁ
Read More...

କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳ ଦେଲେ ସହମତି, ଦୁଇ ଦିନ ଧରି ପାଳନ ହେବ ‘ବଲାଙ୍ଗିର ଦିନ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୧ରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବଲାଙ୍ଗିର ଦିନ୍‌ କାର୍ଯ୍ୟକ୍ରମ ଦୁଇ ଦିନ ଧରି ହେବ ବୋଲି ଜଣାପଡ଼ିଛି । ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ 'ବଲାଙ୍ଗିର ଦିନ୍‌' କମିଟିର ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି ।
Read More...

ଶାସ୍ତ୍ରୀନଗରଠାରୁ ରାଣୀ ମହୁମାଛି ସମତେ ୮ ଯୁବତୀ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ସେକ୍ସ ର‍୍ୟାକେଟ ଚାଲିଥିବା ଖବର ଏବେ ପଦାକୁ ଆସିଛି । ସହରର ଶାସ୍ତ୍ରୀନଗରର ଏକ ଭଡା ଘରେ ସେକ୍ସ ର‍୍ୟାକେଟ ଚାଲିଥିବା ନେଇ ଟାଉନ ପୋଲିସକୁ ସୂଚନା ମିଳିଥିଲା । ତେବେ ଘର ଭିତରେ ଥିବା ରାଣୀ ମହୁମାଛି ସମତେ ୮ ଜଣ ଯୁବତୀଙ୍କୁ ଉଦ୍ଧାର
Read More...

ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ : ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ
Read More...

ବଲାଙ୍ଗିର ସହରର ଶାସ୍ତ୍ରୀନଗରରେ ସେକ୍ସ ରେକେଟ ଠାବ କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ କାରବାର ବଢିବାରେ ଲାଗିଛି । ଆଜି ଏପରି ଏକ ଅପରାଧିକ ଘଟଣା ସାମ୍‌ନାକୁ ଆସିଛି । ସ୍ଥାନୀୟ ଶାସ୍ତ୍ରୀନଗରଠାରେ ଟାଉନ ପୋଲିସ ଏକ ସେକ୍ସ ରେକେଟ ଠାବ କରିଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଶାସ୍ତ୍ରୀନଗରରେ
Read More...

ଏସଡିକେଜି ଇଂରାଜୀ ବିଦ୍ୟାଳୟକୁ ସଇଁତଲା ବିଡ଼ିଓଙ୍କ ପରିଦର୍ଶନ

ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଲାପ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଲେ ଗୁରୁଜ୍ଞାନ ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର କଅସରପଡା ଠାରେ ଥିବା ଇଂରାଜୀ ବିଦ୍ୟାଳୟକୁ ଗୁରୁବାର ଦିନ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ହଠାତ୍‌ ପରିଦର୍ଶନ କରିଥିଲେ । ଏହି
Read More...

ସହର ଭିତରେ ସେକ୍ସ ରେକେଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାସ୍ତ୍ରୀନଗରଠାରେ ଟାଉନ ଥାନା ପୋଲିସ ସେକ୍ସ ରେକେଟ ଠାବ କରିଛି । ତେବେ ଏହି ରେକେଟରେ ୧୦ ଜଣ ଯୁବତୀ ଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ୩ ଜଣ ଗ୍ରାହକଙ୍କୁ ଥାନାକୁ ନେଇ ଅଟକ ରଖିଥିବା ଜଣାପଡିଛି ।
Read More...

ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ- ତୃତୀୟ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ବଲାଙ୍ଗିର ଜିଲ୍ଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ୨ଟି ମ୍ୟାଚ ଖେଳା ଯାଇଛି । ବାଳକ ବିଭାଗରେ ସଇଁତଳା ଓ ମୁରିବାହଲ ବ୍ଲକ ଓ ଖପ୍ରାଖୋଲ ଓ ଦେଓଗାଁ ବ୍ଲକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟରେ ସଇଁତଳା ଓ
Read More...