om academy

ଶାସ୍ତ୍ରୀନଗରଠାରୁ ରାଣୀ ମହୁମାଛି ସମତେ ୮ ଯୁବତୀ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ସେକ୍ସ ର‍୍ୟାକେଟ ଚାଲିଥିବା ଖବର ଏବେ ପଦାକୁ ଆସିଛି । ସହରର ଶାସ୍ତ୍ରୀନଗରର ଏକ ଭଡା ଘରେ ସେକ୍ସ ର‍୍ୟାକେଟ ଚାଲିଥିବା ନେଇ ଟାଉନ ପୋଲିସକୁ ସୂଚନା ମିଳିଥିଲା । ତେବେ ଘର ଭିତରେ ଥିବା ରାଣୀ ମହୁମାଛି ସମତେ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । କିଛି ସମୟ ପୂର୍ବରୁ ୩ ଜଣ ଗ୍ରାହକଙ୍କୁ ମଧ୍ୟ ପୁଲିସ ଏହି ଘର ଭିତରୁ ଉଦ୍ଧାର କରି ଟାଉନ ଥାନାରେ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

4 × one =