Daily Archives

ଗୋପବନ୍ଧୁ ପାଠାଗାରରେ କର୍କଟ ରୋଗ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : 'ଓଡିଶା ମୋ ପରିବାର'ର ରାଜ୍ୟ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟଙ୍କ ଆବାହକତ୍ୱ, ଗୋପବନ୍ଧୁ ପାଠାଗାର, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉତ୍କଳ ସ୍ନେହୀ ମହିଳା ସମିତି ଓ ରୋଟାରୀ କ୍ଲବ ରିଭରସାଇଡ୍‌ର ମିଳିତ ସହଯୋଗରେ ପାଠାଗାରର ସତ୍ୟବାଦୀ କକ୍ଷରେ
Read More...

ଆରପାରିରେ ଗାଇସିଲାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମର ସୁରେଶ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ସାହୁ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ଦହିତାରୁ ଶିକ୍ଷକତା ଚାକିରି ଆରମ୍ଭ କରି ନିଜ ଜନ୍ମଭୂମି ତାଲପାଲି ଉଚ୍ଚ
Read More...

ସାବଧାନ : ଦେଓଗାଁ ଅଞ୍ଚଳରେ ଘୁରି ବୁଲୁଛି ବାଇକ୍ ଚୋର, ଗୋଟିଏ ସପ୍ତାହରେ ଲୁଟି ନେଲେ ୨ ବାଇକ୍

ଦେଓଗାଁ, (ମନୀଷ କୁମାର ସାହୁ) : ପାର୍ବଣ ଋତୁରେ ଚାରିପଟରେ ଗହଲି ଲାଗିଥିବା ବେଳେ ଦେଓଗାଁ ଥାନା ଅଂଚଳରେ ଲୁଟେରାଙ୍କ ଗହଳି ବି ଲାଗି ରହିଛି । କେଉଁ ଯାତ୍ରାରୁ ପର୍ସ ମାରି ନେଇଛନ୍ତି ତ ପୁଣି କେଉଁଠୁ ବାଇକ୍ ଲୁଟି ନେଇଥିବାର ଘଟଣା ସାମ୍ନାକୁ ଆସିଛି । ଏପରି କି ଗୋଟିଏ ସପ୍ତାହରେ ଦୁଇଟି
Read More...

ରଜତ ଜୟନ୍ତୀ ପ୍ରସ୍ତୁତି ପଥେ ନଟରାଜ

ୱିଙ୍ଗସ୍‌ ୬ର ଭାବପ୍ରକାଶ ଶୈଳୀର ଚିତ୍ର ଉତ୍ତୋଳନ ସମାରୋହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁଷ୍ଠାନର ସ୍ଥାୟୀ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ନଟରାଜ କଳା ପରିଷଦର ରଜତ ଜୟନ୍ତୀ ପ୍ରସ୍ତୁତିର ତୃତୀୟ ବୈଠକ ସ୍ଥାନୀୟ କୋଶଳ କଳା ମଣ୍ଡଳର ପୁରୁଣା ମଂଚଠାରେ ଅନୁଷ୍ଠିତ
Read More...

ବଡ଼ଡୁଙ୍ଗୁରୀପାଲିରେ ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ ବଡ଼ଡୁଙ୍ଗୁରୀପାଲି ଗାଁର ଗିରିଗୋବର୍ଦ୍ଧନ ପୂଜା କମିଟି ପକ୍ଷରୁ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୬ ତାରିଖ ବୁଧବାର ଦିନ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପରେ ଶ୍ରୀମତୀ ସୀତା ଯୋଶୀଙ୍କ
Read More...

ହରିଶଙ୍କର-ନୃସିଂହନାଥ ରୋପୱେ ନିର୍ମାଣ ଦାବୀ ନେଇ ୧୮ ତାରିଖରେ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରିବ କୋସଲ ରାଜ୍ୟ ସମନ୍ୱୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁରୁଣା ରାଜବାଟୀଠାରେ କୋସଲବାଦୀ ନେତା ବିଭୁଦତ୍ତ ମିଶ୍ରଙ୍କ ଆବାହକତ୍ୱରେ କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ସଂଗଠନର ଉପଦେଷ୍ଟା ଜମାଲ ଖାନ୍‌ଙ୍କ ସଭାପତିତ୍ୱ ତଥା ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଓ
Read More...

ଆଦର୍ଶ ଶିକ୍ଷକ ଦମ୍ପତିଙ୍କ ଗଙ୍ଗାଶ୍ରାଦ୍ଧ ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସାହୁପଡା ସ୍ଥିତ ଆଦର୍ଶ ଶିକ୍ଷକ ସ୍ଵର୍ଗତ କୃଷ୍ଣ ପ୍ରସାଦ ସାହୁ ଓ ଧର୍ମପତ୍ନୀ ରାମପ୍ୟାରୀ ସାହୁଙ୍କ ଗଙ୍ଗାଶ୍ରାଦ୍ଧ ଆଜି ସମ୍ପନ୍ନ ହୋଇଯାଇଛି । ଗତବର୍ଷ ମହାମାରୀ କରୋନା ସମୟରେ ପ୍ରାୟ ଏକ ମାସ ବ୍ୟବଧାନରେ ଆଦର୍ଶ ଶିକ୍ଷକ କୃଷ୍ଣ ପ୍ରସାଦ ଓ
Read More...

ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୮ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ
Read More...

ଚିଟ୍‌ଫଣ୍ଡ ମିଳିତ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡ଼ାସମ୍ବର ପଦ୍ମପୁର ସ୍ଥିତ ଗୋରୁ ବଜାର ଠାରେ ଚିଟ୍‌ଫଣ୍ଡ ମିଳିତ ମଞ୍ଚ ସଭ୍ୟ ତଥା କୃଷକ ନେତା ରମେଶ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ ମହାପାତ୍ରଙ୍କ ଆହ୍ୱାନ କ୍ରମେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ପ୍ରଧାନଙ୍କ
Read More...

ବିଜୁ ଯୁବ ଛାତ୍ରଙ୍କ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିନକୁ ସ୍ମରଣୀୟ କରିବା ନିମନ୍ତେ ଆଜି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ଟାଉନ ସୁଦପଡାର କଲ୍ୟାଣ ମଣ୍ଡପଠାରେ ଏକ ମେଗା ରକ୍ତଦାନ ଶିବିର ବିଜୁ ଯୁବ-ଛାତ୍ର ବିଜେଡ଼ି ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ।
Read More...