Daily Archives

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ ବଲାଙ୍ଗିର ପି.ପି. ଏକାଡେମୀର କନ୍‌ଫରେନ୍ସ କକ୍ଷରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ଦଶନ୍ଧି ଧରି
Read More...

ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ : ପୂଜାର୍ଚ୍ଚନା ଆରମ୍ଭ କଲେ ଗାଁ ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନଭାଟି ଗାଁ ପାଖ ଦେଇ ବୋହି ଯାଉଥିବା ସୁକତେଲ ନଦୀରୁ ଶିବଲିଙ୍ଗ ବାହାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗାଁର ଛୋଟ ଛୋଟ ପିଲାମାନେ ସୁକତେଲ ନଦୀରେ ଗାଧୋଉଥିବା ସମୟରେ ଦୁଇଟି ବଡ ବଡ ଶିବଲିଙ୍ଗ ପାଇଥିଲେ । ଶିବଲିଙ୍ଗ
Read More...

କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କୁ ସସ୍‌ପେଣ୍ଡ କଲା ରାଜ୍ୟ ଗୃହ ବିଭାଗ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କୁ ରାଜ୍ୟ ଗୃହ ବିଭାଗ ସସ୍‌ପେଣ୍ଡ କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଇଟାଭାଟି ମାଲିକଙ୍କୁ ଜୁଆଡି ସଜାଇ ଟଙ୍କା ହଡପ କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କୁ
Read More...

ମହାନ ବିପ୍ଳବୀ ସାଥୀ ନାଗଭୂଷଣ ପଟ୍ଟନାୟକଙ୍କ ୨୪ତମ ସ୍ମୃତିସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବାଲିହୁଂକା ଗ୍ରାମର ମା' ଭଗବତୀ ଗଡଚଣ୍ଡୀ ପୀଠସ୍ଥଳୀରେ ମହାନ ବିପ୍ଳବୀ ସାଥୀ ନାଗଭୂଷଣ ପଟ୍ଟନାୟକଙ୍କ ୨୪ତମ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସିପିଆଇଏମ୍‌ଏଲର ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ବରାଳ ଅଧ୍ୟକ୍ଷତା କରିଥିବା
Read More...

ପୂର୍ବ ଶତୃତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ତାର ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ପୂର୍ବ ଶତୃତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ତାର ଲଗାଇ ହତ୍ୟା କରାଯାଇଥିବା ନେଇ ମୃତ ବ୍ୟକ୍ତିଙ୍କ ପୁଅ ରୁପେଶ ମଲ୍ଲିକ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ଶବକୁ ଜବତ କରି ବଲାଙ୍ଗିର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Read More...

ଗଛରେ ପିଟି ହୋଇ ଯୁବକ ଗୁରୁତର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଟେକା ଗାଁ ଛକ ନିକଟରେ ଗଛରେ ପିଟି ହୋଇ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳୁ ବଲାଙ୍ଗିର ସଦର ବ୍ଲକ ଭୁତେରବାହାଲ ଗ୍ରାମର ସୁବଲ ଭୋଇ(୩୫) ନାମକ ଜଣେ ଯୁବକ କୌଣସି କାମ ପାଇଁ ମୋଟର
Read More...

ପଞ୍ଚାୟତସ୍ତରୀୟ ଲୋକ ସେବା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଞ୍ଚାୟତ ସମିତି ଅନ୍ତର୍ଗତ ଶିବାତଲା ଗ୍ରାମ ପଞ୍ଚାୟତଠାରେ ସୋମବାର ଦିନ ଜିଲ୍ଲାପାଳ ବଲାଙ୍ଗିରଙ୍କ ଅଭିଯୋଗ ଶୁଣାଣି ଅବସରରେ ପଞ୍ଚାୟତସ୍ତରୀୟ ଲୋକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସରକାରଙ୍କ ବିଭିନ୍ନ ବିଭାଗ ଦ୍ଵାରା
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲା ଚକରକେନ୍ଦ ନିକଟରେ ଥିବା ମାତୃଛାୟା ବାନପ୍ରସ୍ଥ ଶାନ୍ତି ତପୋବନ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଲା ଆଇନ ପ୍ରାଧିକରଣ ଅଧିକାରୀ ବିଭୂ କଲ୍ୟାଣ ପାଢୀ
Read More...

କୁରୁଲ ବ୍ରିଜଠାରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁରୁଲ ବ୍ରିଜଠାରେ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଭାଲେର ଗ୍ରାମର ଦୁଃଖୁ ନାୟକ ଓ ତାଙ୍କ ସ୍ତ୍ରୀ ବାଇକ ଯୋଗେ ଯାଉଥିବା ବେଳେ କୁରୁଲ ବ୍ରିଜଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଖବର ପାଇ ଆମ୍ବୁଲାନ୍ସ କର୍ମଚାରୀମାନେ
Read More...

୭ ହାଇୱେ ଲୁଟେରା ଗିରଫ

ଖୋର୍ଦ୍ଧା : ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ ଓ ଡକାୟତି କରୁଥିବା ଏକ ହାଇୱେ ଲୁଟେରା ଗ୍ୟାଙ୍ଗ ଖୋର୍ଦ୍ଧା ପୋଲିସ ହାତରେ ଧରାପଡ଼ିଛି । ସୂଚନା ଅନୁଯାୟୀ, ଅନ୍ଧାର ରାତିର ସୁଯୋଗ ନେଇ ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ଏକ
Read More...