ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ : ପୂଜାର୍ଚ୍ଚନା ଆରମ୍ଭ କଲେ ଗାଁ ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନଭାଟି ଗାଁ ପାଖ ଦେଇ ବୋହି ଯାଉଥିବା ସୁକତେଲ ନଦୀରୁ ଶିବଲିଙ୍ଗ ବାହାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗାଁର ଛୋଟ ଛୋଟ ପିଲାମାନେ ସୁକତେଲ ନଦୀରେ ଗାଧୋଉଥିବା ସମୟରେ ଦୁଇଟି ବଡ ବଡ ଶିବଲିଙ୍ଗ ପାଇଥିଲେ । ଶିବଲିଙ୍ଗ ଗୁଡିକ ମୁଗୁନି ପଥରରେ ତିଆରି ହୋଇଥିବା ଜଣାପଡିଛି । ତେବେ ଉକ୍ତ ଶିବଲିଙ୍ଗକୁ ଗାଁ ଲୋକେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.

four × three =